ରେମୁଣା: ତୁଣ୍ଡରା ରିଲିଫ କେନ୍ଦ୍ରରେ ଚାଉଳ ବଣ୍ଟନ କଲେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
ରେମୁଣା ନିର୍ବାଚନ ମଣ୍ଡଳୀର ତୁଣ୍ଡରା ଠାରେ ରାଜ୍ୟ ସରକାରଙ୍କ ରିଲିଫ କେନ୍ଦ୍ରରେ ବନ୍ୟା ପ୍ରଭାବିତଙ୍କୁ ଚାଉଳ ବଣ୍ଟନ କରାଯାଇଛି। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏଥିରେ ଯୋଗ ଦେଇ ହିତାଧିକାରୀଙ୍କୁ ସାହାଯ୍ୟ ପ୍ରଦାନ କରିଛନ୍ତି।