କଳାହାଣ୍ଡି: କଳାହାଣ୍ଡି ମେଦିନୀପୁରରେ ଭୈରବ ଦେବଙ୍କ ଝାମି ଯାତ୍ରା ଅନୁଷ୍ଠିତ
Kalahandi, Kalahandi | Oct 4, 2026
କଳାହାଣ୍ଡି ଜିଲ୍ଲା ମେଦିନୀପୁରରେ ଅନୁଷ୍ଠିତ ହୋଇଯାଇଛି ଆରାଧ୍ୟ ଭୈରବ ଦେବଙ୍କ ପାରମ୍ପାରିକ ଝାମି ଯାତ୍ରା। କାଳିସୀଙ୍କ ନିଆଁରେ ଚାଲିବାର ପରାକାଷ୍ଠା ଦେଖିବା ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼।