କଟକ ପୌରାଞ୍ଚଳ: କଟକ ମହାନଗର ନିଗମରେ ସୂଚନା ଅଧିକାର ଆଇନକୁ ବେଖାତିର! ଅପିଲ ଶୁଣାଣୀ ସ୍ଥଗିତ
କଟକ ମହାନଗର ନିଗମରେ ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁଙ୍କ ସାତୋଟି ଅପିଲ ଶୁଣାଣୀ ସ୍ଥଗିତ। ଶୁଣାଣୀ କୋଠରୀରେ ସିସିଟିଭି ନ ଲାଗିବା ଏବଂ ଅଧିକାରୀ ଅନୁପସ୍ଥିତ ରହିବା ନେଇ ଆସିଛି ଗୁରୁତର ଅଭିଯୋଗ। ଅଧିକାରୀଙ୍କ ଏପରି ଆଚରଣକୁ ନେଇ ଉଠିଛି ପ୍ରଶ୍ନ।