କଟକ ପୌରାଞ୍ଚଳ: କଟକ ମହାନଦୀବିହାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ
କଟକ ମହାନଗର ନିଗମର ମହାନଦୀବିହାର ସ୍ଥିତ ୪୭ ନଂ ୱାର୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି (JAS) ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟ ସେବାରେ ସୁଧାର ଓ ସଂସ୍କାରକୁ ନେଇ କମିଟି ସଦସ୍ୟମାନେ ଆଲୋଚନା କରିଛନ୍ତି।