କଟକ ପୌରାଞ୍ଚଳ: କଟକ: ରାଜା ବଗିଚା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିଲା ପୋଷଣଯୁକ୍ତ ତ୍ରିରଙ୍ଗା ଥାଳି
ନବମ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ କଟକ ୱାର୍ଡ ନଂ-୨୭, ରାଜା ବଗିଚା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସୁଷମ ଖାଦ୍ୟ ସମ୍ବଳିତ ତ୍ରିରଙ୍ଗା ଥାଳି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମଚାରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।