🚨 କେନ୍ଦ୍ରାପଡ଼ାରେ ବଡ଼ ଅଘଟଣ! 😱🌧️
ପ୍ରଥମ ବର୍ଷାରେ ଧସିଗଲା NH-53 ରାସ୍ତା!
ନୀଳାଞ୍ଚଳ ବଜାର ନିକଟରେ ରାସ୍ତା ଧସିବା ପରେ ୩ଟି ମାଲବାହୀ ଟ୍ରକ୍ ନଦୀକୁ ଓଲଟି ପଡ଼ିଥିବା ଖବର। 🚛⚠️
❓ ନୂଆ ରାସ୍ତା ଏତେ ଶୀଘ୍ର କାହିଁକି ଧସିଲା?
🔴 ନିର୍ମାଣର ଗୁଣବତ୍ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ!
📍 କେନ୍ଦ୍ରାପଡ଼ା | ମାର୍ଶାଘାଇ | NH-53
#RCNOdia #Kendrapara #NH53 #BreakingNews #RoadCollapse #Marshaghai #ViralNews
Bhadrak Rural, Bhadrak | Aug 16, 2026