ବାଲେଶ୍ବର ସଦର: ବାଲେଶ୍ୱର ମାକଲପୁର ହନୁମାନ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ: ଯୋଗଦେଲେ ବିଧାୟକ ମାନସ ଦତ୍ତ
ବାଲେଶ୍ୱର ମାକଲପୁର ହନୁମାନ ମନ୍ଦିରରେ ଅନୁଷ୍ଠିତ ହେଲା ସ୍ୱଚ୍ଛତା ଅଭିଯାନ। ଏଥିରେ ଯୋଗଦେଲେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ। ଧର୍ମସ୍ଥଳୀଗୁଡ଼ିକୁ ସ୍ୱଚ୍ଛ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।