ବରଗଡ ସଦର: ବରଗଡ଼ରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, 700 ବରିଷ୍ଠ ନାଗରିକଙ୍କ ଯାତ୍ରା ଆରମ୍ଭ
ବରଗଡ଼ରେ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା 2026-27'ର ଶୁଭାରମ୍ଭ ହୋଇଛି। ସାଂସଦ ଓ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ମୋଟ 700 ବରିଷ୍ଠ ନାଗରିକ ତୀର୍ଥ ଦର୍ଶନ ପାଇଁ ବାହାରିଛନ୍ତି।