#ଭାରତ_ଆସିବେ_ବାଂଲାଦେଶ_PM
-ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ PM ତାରିକ ରେହମାନ
-ଅଗଷ୍ଟ ୨୧ରୁ ୨୫ ତାରିଖ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି
-ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି
-ବାଣିଜ୍ୟ, ଶକ୍ତି, ସୀମା ପରିଚାଳନା ଆଦି ପ୍ରସଙ୍ଗରେ ହେବ ଆଲୋଚନା
-ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା
-ବ୍ରିକ୍ସ ଅଧୂବେଶନ ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଛି ଭାରତ
-ଆସନ୍ତା ସେପ୍ଟମ୍ବରରେ ଅନୁଷ୍ଠିତ ହେବ ବ୍ରିକ୍ସ ଅଧୂବେଶନ
#BangladeshPM #TariqueRahman #IndiaVisit #PMModiji #charchatv