Public App Logo
#୪ଟି_ବିନ୍ଦୁ_ଉପରେ_ଗୁରୁତ୍ଵବିନୟତୋଷ ମିଶ୍ର -ଅନୁରୀଣ ପୋଲିସ୍ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ରଙ୍କ ବଡ଼ ପ୍ରତିକ୍ରିୟା -୪ଟି ମୁଖ୍ୟ ବିନ୍ଦୁ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ଚାହୁଁଛନ୍ତି ନୂଆ ଅନୁରୀଣ ଡିଜିପି -୧. ନାରୀ ସୁରକ୍ଷାକୁ ନିଶ୍ଚିତ କରିବା -୨. ସମ୍ପୂର୍ଣ ନିଶାମୁକ୍ତ ଓଡ଼ିଶା ଗଠନ କରିବା -୩. ସଂଗଠିତ ଅପରାଧ (Organized Crime) ଉପରେ କଠୋର ରୋକ୍ ଲଗାଇବା -୪. ସାଇବର ଅପରାଧ ଦୂର କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା -ରାଜ୍ୟରୁ ନକ୍ସଲ ସମସ୍ୟା ପ୍ରାୟ ଦୂର ହୋଇସାରିଛି, ତଥାପି ଆଉ ଯେପରି କେହି ଯୋଡ଼ି ନ ହେବେ ସେଥ‌ିପାଇଁ କଡ଼ା ନଜର ରଖାଯିବ -ଲୋକସେବା ଓ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦେବାକୁ ପୋଲିସ ବାହିନୀକୁ ଆହ୍ବାନ #vinaytoshmishra #interimdgp #odishapoliceorganisation #NewDGP #CrimeBranch #LawAndOrder #PoliceHQ #cuttackodisha#charchatv #OdishaNews - Bhubaneswar M Corp News