Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ବ୍ରଜରାଜନଗର ମହାବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ମାତ୍ର ଏହି ପ୍ରତିଷ୍ଠା ଦିବସରେ ବ୍ରଜରାଜନଗରର ସ୍ଥାନୀୟ ବୁଦ୍ଧିଜୀବୀ, କଲେଜ ପ୍ରତିଷ୍ଠା ପାଇଁ ଅବଦାନ ଥିବା ବ୍ୟକ୍ତି ଏବଂ କଲେଜ ଆଲୁମିନି ଆସୋସିଏସନର ସଦସ୍ୟ ମାନଙ୍କୁ ବ୍ରଜରାଜନଗର କଲେଜର ଅଧ୍ୟକ୍ଷଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇ ନଥିବା ଅଭିଯୋଗ ହୋଇଛି। ଅନେକ ପୁରାତନ ଛାତ୍ର ଏବଂ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ଯେ କଲେଜର ବିକାଶରେ ସେମାନଙ୍କର ବଡ଼ ଭୂମିକା ରହିଛି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ସେମାନଙ୍କୁ ଉପେକ୍ଷା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏନେଇ ସ୍ଥାନୀୟ ମହଲରେ ଅଧ୍ୟାୟଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଆଗାମୀ ଦିନରେ ଏକ ବିସ୍ପୋରକ ରୂପ ନେବବୋଲି ଆଶଂକା ପ୍ରକାଶ ପାଇଛି। #Brajrajnagar #brjnlive #Brajrajnagar_College #FoundationDay

Jharsuguda, Jharsuguda | Aug 15, 2026

MORE NEWS

ଝାରସୁଗୁଡ଼ା ମେଡିକାଲରେ ରୋଗୀଙ୍କ ଥାଳିରେ ପୋକ! 
#Jharsuguda #JharsugudaNews #JharsugudaMedical #Odisha #OdishaNews #OdiaNews #BreakingNews #LatestNews #NewsUpdate #HospitalNews #MedicalNews #PatientFood #FoodQuality #TrendingNews #ViralNews #Trending #OdishaTrending #NFTV #NFTVOdia #NewsFast #ଝାରସୁଗୁଡ଼ା #ଓଡ଼ିଶାନ୍ୟୁଜ୍ #ରୋଗୀଙ୍କଖାଦ୍ୟ

ଝାରସୁଗୁଡ଼ା ମେଡିକାଲରେ ରୋଗୀଙ୍କ ଥାଳିରେ ପୋକ! #Jharsuguda #JharsugudaNews #JharsugudaMedical #Odisha #OdishaNews #OdiaNews #BreakingNews #LatestNews #NewsUpdate #HospitalNews #MedicalNews #PatientFood #FoodQuality #TrendingNews #ViralNews #Trending #OdishaTrending #NFTV #NFTVOdia #NewsFast #ଝାରସୁଗୁଡ଼ା #ଓଡ଼ିଶାନ୍ୟୁଜ୍ #ରୋଗୀଙ୍କଖାଦ୍ୟ

Jharsuguda, Jharsuguda | Aug 16, 2026

ବ୍ରଜରାଜନଗର ଥାନା ପରିସରରେ ବୃହତ୍ ରକ୍ତଦାନ ଶିବିର, ଯୋଗଦେଲେ ଜିଲ୍ଲାପାଳ ଚାଭାନ କୁନାଲ ମୋତିରାମ ।
 ରକ୍ତ ଅଭାବ ଦୂର କରିବା ସହ ସମାଜରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିର ମୁଖ୍ୟ ଉଦ୍ଦେଶ୍ୟ।

#OdishaPolice #BloodDonation #BrajnagarPolice #Jharsuguda #DonateBlood
#DM_Jharsuguda #JharsugudaCollector

ବ୍ରଜରାଜନଗର ଥାନା ପରିସରରେ ବୃହତ୍ ରକ୍ତଦାନ ଶିବିର, ଯୋଗଦେଲେ ଜିଲ୍ଲାପାଳ ଚାଭାନ କୁନାଲ ମୋତିରାମ । ରକ୍ତ ଅଭାବ ଦୂର କରିବା ସହ ସମାଜରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିର ମୁଖ୍ୟ ଉଦ୍ଦେଶ୍ୟ। #OdishaPolice #BloodDonation #BrajnagarPolice #Jharsuguda #DonateBlood #DM_Jharsuguda #JharsugudaCollector

Jharsuguda, Jharsuguda | Aug 16, 2026

ଝାରସୁଗୁଡାରେ ମେଗା ରକ୍ତଦାନ ଶିବିର: ସଂଗୃହିତ ହେଲା 2,290 ୟୁନିଟ୍ ରକ୍ତ ।
ବ୍ରଜରାଜନଗରରେ 1,656 ୟୁନିଟ୍ ରକ୍ତ ସଂଗୃହିତ ।
ଝାରସୁଗୁଡା ଏସ.ପି ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କଲେ।

ଝାରସୁଗୁଡାରେ ମେଗା ରକ୍ତଦାନ ଶିବିର: ସଂଗୃହିତ ହେଲା 2,290 ୟୁନିଟ୍ ରକ୍ତ । ବ୍ରଜରାଜନଗରରେ 1,656 ୟୁନିଟ୍ ରକ୍ତ ସଂଗୃହିତ । ଝାରସୁଗୁଡା ଏସ.ପି ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କଲେ।

Jharsuguda, Jharsuguda | Aug 16, 2026