Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

କର୍ତ୍ତବ୍ୟ ପାଳନ କରିବା ବେଳେ ନିଜ ଜୀବନକୁ ଉତ୍ସର୍ଗ କରିଥିବା କେଉଁଝର ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ, ତାଳଚେର ର ବୀର ସନ୍ତାନ ସ୍ବର୍ଗତ ଚନ୍ଦନ ପଟ୍ଟନାୟକଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 💐💐 ତାଙ୍କ ଅମୂଲ୍ୟ ବଳିଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ରେ ନିଯୁକ୍ତି ଦିଆଯାଇଛି ଭାରତ ମାତା କି ଜୟ🙏 #Odisha #Salute #Respect #RealHeroes #EmotionalMoment #National24

Khordha, Khordha | Aug 13, 2026
କର୍ତ୍ତବ୍ୟ ପାଳନ କରିବା ବେଳେ ନିଜ ଜୀବନକୁ ଉତ୍ସର୍ଗ କରିଥିବା କେଉଁଝର ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ, ତାଳଚେର ର ବୀର ସନ୍ତାନ ସ୍ବର୍ଗତ ଚନ୍ଦନ ପଟ୍ଟନାୟକଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 💐💐 ତାଙ୍କ ଅମୂଲ୍ୟ ବଳିଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ରେ ନିଯୁକ୍ତି ଦିଆଯାଇଛି ଭାରତ ମାତା କି ଜୟ🙏 #Odisha #Salute #Respect #RealHeroes #EmotionalMoment #National24 - Khordha News