Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

🚨 ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ଚିତା! 💔 ନୟାଗଡ଼ ଓଡ଼ଗାଁରେ ତପସ୍ଵିନୀ ସାହୁଙ୍କ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ। ପରିବାର ଆଣିଛନ୍ତି ହତ୍ୟା ଅଭିଯୋଗ, ଅନ୍ୟପଟେ ଶାଶୁଘରର ଦାବି—ପୋଖରୀରେ ବୁଡ଼ି ମୃତ୍ୟୁ। ❓ କିଏ କହୁଛି ସତ? 🔎 ପୋଲିସ ତଦନ୍ତ ଜାରି… ସତ ସାମ୍ନାକୁ ଆସିବାକୁ ଅପେକ୍ଷା। 👉 ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ। #RCNOdia #Nayagarh #Odagaon #TapaswiniSahu #DowryDeath #OdishaNews #BreakingNews #Justice #Odisha

Bhadrak Rural, Bhadrak | Aug 16, 2026

MORE NEWS

32 TH Urs-E-Mufti-E-Azam Odisha Aug 17 & 18 Mirzapur Bhadrak Odisha.
ଭଦ୍ରକ ପୁରୁଣା ବଜାର ମିର୍ଜାପୁର ଠାରେ ମୁଫତି-ଏ-ଆଜମ ଓଡ଼ିଶା ତଥା ଖଲିଫା-ଏ-ମୁର୍ଶିଦ ମିଲ୍ଲତ ମୌଲାନା ସୟଦ ମହମ୍ମଦ ଅବଦୁଲ କୁଦ୍ଦୁସ ସାହେବଙ୍କ 32ତମ ବାର୍ଷିକ ଉର୍ସ ଉତ୍ସବ ଆସନ୍ତା ୧୭ ଓ ୧୮ ଅଗଷ୍ଟରେ ଦୁଇ ଦିନ ଧରି ପାଳିତ ହବାକୁ ଯାଉଛି !
#StqMedia #NewsUpdate #Bhadrak #UrsMubarak #mufti_e_azam_odisha

32 TH Urs-E-Mufti-E-Azam Odisha Aug 17 & 18 Mirzapur Bhadrak Odisha. ଭଦ୍ରକ ପୁରୁଣା ବଜାର ମିର୍ଜାପୁର ଠାରେ ମୁଫତି-ଏ-ଆଜମ ଓଡ଼ିଶା ତଥା ଖଲିଫା-ଏ-ମୁର୍ଶିଦ ମିଲ୍ଲତ ମୌଲାନା ସୟଦ ମହମ୍ମଦ ଅବଦୁଲ କୁଦ୍ଦୁସ ସାହେବଙ୍କ 32ତମ ବାର୍ଷିକ ଉର୍ସ ଉତ୍ସବ ଆସନ୍ତା ୧୭ ଓ ୧୮ ଅଗଷ୍ଟରେ ଦୁଇ ଦିନ ଧରି ପାଳିତ ହବାକୁ ଯାଉଛି ! #StqMedia #NewsUpdate #Bhadrak #UrsMubarak #mufti_e_azam_odisha

Bhadrak Rural, Bhadrak | Aug 16, 2026

ଭଦ୍ରକ: #ଆଇ_ଏମ୍_ଏ ଭଦ୍ରକ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭଦ୍ରକ ସହିଦ ସ୍ମୃତି ଭବନ ପରିସରରେ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।
#ciktykhabarbhadrak

ଭଦ୍ରକ: #ଆଇ_ଏମ୍_ଏ ଭଦ୍ରକ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭଦ୍ରକ ସହିଦ ସ୍ମୃତି ଭବନ ପରିସରରେ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ। #ciktykhabarbhadrak

Bhadrak Rural, Bhadrak | Aug 16, 2026

🚨 କେନ୍ଦ୍ରାପଡ଼ାରେ ବଡ଼ ଅଘଟଣ! 😱🌧️

ପ୍ରଥମ ବର୍ଷାରେ ଧସିଗଲା NH-53 ରାସ୍ତା!
ନୀଳାଞ୍ଚଳ ବଜାର ନିକଟରେ ରାସ୍ତା ଧସିବା ପରେ ୩ଟି ମାଲବାହୀ ଟ୍ରକ୍ ନଦୀକୁ ଓଲଟି ପଡ଼ିଥିବା ଖବର। 🚛⚠️

❓ ନୂଆ ରାସ୍ତା ଏତେ ଶୀଘ୍ର କାହିଁକି ଧସିଲା?
🔴 ନିର୍ମାଣର ଗୁଣବତ୍ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ!

📍 କେନ୍ଦ୍ରାପଡ଼ା | ମାର୍ଶାଘାଇ | NH-53

#RCNOdia #Kendrapara #NH53 #BreakingNews #RoadCollapse #Marshaghai #ViralNews

🚨 କେନ୍ଦ୍ରାପଡ଼ାରେ ବଡ଼ ଅଘଟଣ! 😱🌧️ ପ୍ରଥମ ବର୍ଷାରେ ଧସିଗଲା NH-53 ରାସ୍ତା! ନୀଳାଞ୍ଚଳ ବଜାର ନିକଟରେ ରାସ୍ତା ଧସିବା ପରେ ୩ଟି ମାଲବାହୀ ଟ୍ରକ୍ ନଦୀକୁ ଓଲଟି ପଡ଼ିଥିବା ଖବର। 🚛⚠️ ❓ ନୂଆ ରାସ୍ତା ଏତେ ଶୀଘ୍ର କାହିଁକି ଧସିଲା? 🔴 ନିର୍ମାଣର ଗୁଣବତ୍ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ! 📍 କେନ୍ଦ୍ରାପଡ଼ା | ମାର୍ଶାଘାଇ | NH-53 #RCNOdia #Kendrapara #NH53 #BreakingNews #RoadCollapse #Marshaghai #ViralNews

Bhadrak Rural, Bhadrak | Aug 16, 2026

🎉 ବାଲାଜୀ ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ 🎉

ସ୍ୱାଦିଷ୍ଟ ଖାଦ୍ୟ, ଉତ୍ତମ ଗୁଣବତ୍ତା ଓ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ସେବା ଯୋଗାଇବା ହେଉଛି ବାଲାଜୀ ରେଷ୍ଟୁରାଣ୍ଟର ମୂଳ ଲକ୍ଷ୍ୟ। 🍽️✨

ଏହି ଶୁଭ ଅବସରରେ ଆପଣ, ଆପଣଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ବାଲାଜୀ ରେଷ୍ଟୁରାଣ୍ଟକୁ ଆସି ସୁସ୍ୱାଦୁ ଖାଦ୍ୟର ମଜା ନେବାକୁ ହାର୍ଦ୍ଦିକ ସ୍ୱାଗତ। ❤️

📍 ଆସନ୍ତୁ, ସ୍ୱାଦର ନୂଆ ଅନୁଭୂତି ପାଆନ୍ତୁ!

#BalajiRestaurant #GrandOpening #ଶୁଭଉଦ୍ଘାଟନ #DeliciousFood #AffordablePrice #RestaurantOpening #FoodLovers

🎉 ବାଲାଜୀ ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ 🎉 ସ୍ୱାଦିଷ୍ଟ ଖାଦ୍ୟ, ଉତ୍ତମ ଗୁଣବତ୍ତା ଓ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ସେବା ଯୋଗାଇବା ହେଉଛି ବାଲାଜୀ ରେଷ୍ଟୁରାଣ୍ଟର ମୂଳ ଲକ୍ଷ୍ୟ। 🍽️✨ ଏହି ଶୁଭ ଅବସରରେ ଆପଣ, ଆପଣଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ବାଲାଜୀ ରେଷ୍ଟୁରାଣ୍ଟକୁ ଆସି ସୁସ୍ୱାଦୁ ଖାଦ୍ୟର ମଜା ନେବାକୁ ହାର୍ଦ୍ଦିକ ସ୍ୱାଗତ। ❤️ 📍 ଆସନ୍ତୁ, ସ୍ୱାଦର ନୂଆ ଅନୁଭୂତି ପାଆନ୍ତୁ! #BalajiRestaurant #GrandOpening #ଶୁଭଉଦ୍ଘାଟନ #DeliciousFood #AffordablePrice #RestaurantOpening #FoodLovers

Bhadrak Rural, Bhadrak | Aug 16, 2026

ଭଦ୍ରକ: ବୈତରଣୀ ନଦୀରେ ମାଟିଆ ପାଣି, ଉପର ମୁଣ୍ଡରୁ ଆସୁଛି ବଢ଼ି ପାଣି ଦେଖନ୍ତୁ ଆଖୁଆପଦା ଏସ୍କେପ ନିକଟରୁ ବନ୍ୟାଜଳ ପ୍ରଭାବିତ ହେବାର ଦୃଶ୍ୟ। ଏହି ବଢ଼ିପାଣି ଧାମନଗରର ବହୁ ଅଞ୍ଚଳକୁ କ୍ଷତି ପହଞ୍ଚାଇବ।
#ciktykhabarbhadrak

ଭଦ୍ରକ: ବୈତରଣୀ ନଦୀରେ ମାଟିଆ ପାଣି, ଉପର ମୁଣ୍ଡରୁ ଆସୁଛି ବଢ଼ି ପାଣି ଦେଖନ୍ତୁ ଆଖୁଆପଦା ଏସ୍କେପ ନିକଟରୁ ବନ୍ୟାଜଳ ପ୍ରଭାବିତ ହେବାର ଦୃଶ୍ୟ। ଏହି ବଢ଼ିପାଣି ଧାମନଗରର ବହୁ ଅଞ୍ଚଳକୁ କ୍ଷତି ପହଞ୍ଚାଇବ। #ciktykhabarbhadrak

Bhadrak Rural, Bhadrak | Aug 16, 2026

🚨 ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ଚିତା! 💔 ନୟାଗଡ଼ ଓଡ଼ଗାଁରେ ତପସ୍ଵିନୀ ସାହୁଙ୍କ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ। ପରିବାର ଆଣିଛନ୍ତି ହତ୍ୟା ଅଭିଯୋଗ, ଅନ୍ୟପଟେ ଶାଶୁଘରର ଦାବି—ପୋଖରୀରେ ବୁଡ଼ି ମୃତ୍ୟୁ। ❓ କିଏ କହୁଛି ସତ? 🔎 ପୋଲିସ ତଦନ୍ତ ଜାରି… ସତ ସାମ୍ନାକୁ ଆସିବାକୁ ଅପେକ୍ଷା। 👉 ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ। #RCNOdia #Nayagarh #Odagaon #TapaswiniSahu #DowryDeath #OdishaNews #BreakingNews #Justice #Odisha - Bhadrak Rural News