Public App Logo
Profile Picture

DM.Sundargarh

@dm.sundargarh
56450Followers
107Following
ସୁନ୍ଦରଗଡ: କରମଡିହି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା — ସଦର ପୋଲିସର ସଚେତନତା କାର୍ଯ୍ୟକ୍ରମ
ସୁନ୍ଦରଗଡ: ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ସ୍କାଉଟ୍ ଓ ଗାଇଡ୍‌ଙ୍କ ଗାନ୍ଧୀ ଜୟନ୍ତୀ ପାଳନ — ସ୍ୱଚ୍ଛତାରୁ ଚାରାରୋପଣ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ସୁନ୍ଦରଗଡ: ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ଗାନ୍ଧୀ ଜୟନ୍ତୀ ପାଳିତ — ଗାନ୍ଧୀ ବେଶରେ ଛାତ୍ରଛାତ୍ରୀଙ୍କ ଶାନ୍ତିର ବାର୍ତ୍ତା
ସୁନ୍ଦରଗଡ: ବିରବିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଦିବସ ପାଳିତ — ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ବାର୍ତ୍ତା
ସୁନ୍ଦରଗଡ: ବେପରୁଆ ଗାଡ଼ି ଚାଳନାର ଭୟଙ୍କର ପରିଣତି — କୋଇଲା ବୋଝେଇ ଟ୍ରଲର ଉପରେ ଚଢ଼ିଗଲା ଖାଲି ଟ୍ରଲର, ଚାଳକ ଗୁରୁତର, ରାସ୍ତା ଜାମ୍
ସୁନ୍ଦରଗଡ: ସୁନ୍ଦରଗଡ଼ରେ ଯୁବ ପ୍ରତିଭା ଖୋଜା — କଳାକାର ମଞ୍ଚର ନୂଆ ପଦକ୍ଷେପ, କିଞ୍ଜିର୍ମା କଲେଜରେ ୧୦୦ରୁ ଅଧିକ ପ୍ରତିଯୋଗୀ
ସୁନ୍ଦରଗଡ: ହେମଗିରରେ ‘ସେବା ସଂକଳ୍ପ-୨୦୨୬’ : ବାଜା ଓ ନାଚ ଗୀତରେ ଅତିଥିଙ୍କୁ ସ୍ୱାଗତ, ଜମିଲା କାର୍ଯ୍ୟକ୍ରମ
ସୁନ୍ଦରଗଡ: ସ୍ୱଚ୍ଛତା ପାଇଁ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ସଂକଳ୍ପ: ୧୪ ଦିନ ଧରି ଚାଲିଲା ସ୍ୱଚ୍ଛତା ପକ୍ଷ, ରାଲିରେ ଦେଲେ ସଚେତନତା ବାର୍ତ୍ତା
ସୁନ୍ଦରଗଡ: ସ୍କ୍ରାପ୍ ଗାଡ଼ି ଭିତରେ ଅଜଣା ମୃତଦେହ… କିଏ ଏହି ଅଜଣା ବ୍ୟକ୍ତି ? ପରିଚୟ ଖୋଜୁଛି ପୋଲିସ, ଗଣମାଧ୍ୟମକୁ ଫଟୋ ପ୍ରସାରଣ ପାଇଁ ଅନୁରୋଧ
ସୁନ୍ଦରଗଡ: ସନ୍ଧାପାଣି ଘାଟିରେ ଭୟଙ୍କର ଦୁର୍ଘଟଣା, ଖାଲକୁ ଖସିଲା ବୋଲେରୋ — ଜଣେ ମୃତ, ୫ରୁ ଅଧିକ ଗୁରୁତର, ଭିଡ଼ିଓ ଭାଇରାଲ
ସୁନ୍ଦରଗଡ: ୫୮ ବର୍ଷର ଲବଣୀଧର ହାଇସ୍କୁଲରେ ନୂଆ ଅଧ୍ୟାୟ,ପ୍ରଥମ ମହିଳା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ଯୋଶୀଙ୍କୁ ଭବ୍ୟ ସ୍ୱାଗତ
ସୁନ୍ଦରଗଡ: ଜନ୍ମଦିନରେ ଅନାଥ ଶିଶୁଙ୍କ ସହ ଖୁସି ବାଣ୍ଟିଲେ ଯୁବ ସମାଜସେବୀ ଖଗେଶ ନାଏକ
ସୁନ୍ଦରଗଡ: ଲେଫ୍ରିପଡ଼ା ପୋଲିସ ଦ୍ବାରା NBW ମାମଲାରେ ଜଣେ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ: ମଦ ପିଇ ବାଇକ୍ ଚଳାଇବା ପଡ଼ିଲା ମହଙ୍ଗା,ଡିଏଚ୍‌ଏଚ୍‌ ସମ୍ମୁଖରେ ଦୁଇ ଯୁବକଙ୍କୁ ଲୋକଙ୍କ ଛେଚା,
ପରେ ଗାଲ ଆଉଁଷି ଟାଉନ୍ ଥାନାର ଦ୍ୱାରସ୍ଥ
ସୁନ୍ଦରଗଡ: ଅବକାରୀ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ୫ ଗିରଫ,
୩ ବାଇକ୍ ଜବତ, ଆଉ ୧୩ ଅଭିଯୁକ୍ତ ଫେରାର
ସୁନ୍ଦରଗଡ: ରାଜଗାଙ୍ଗପୁର ପୋଲିସ ଦ୍ବାରା ବରପାଲି ଟୋଲ୍ ପ୍ଲାଜା ନିକଟରୁ ଗଞ୍ଜେଇ ଭର୍ତ୍ତି କାର୍ ଜବତ, ଜଣେ ଗିରଫ
ସୁନ୍ଦରଗଡ: ମେନ୍ ମିଶିଙ୍ଗ ରିପୋର୍ଟ-୪୭/୨୦୨୬ର ସଫଳ ତଦନ୍ତ,ନିଖୋଜ ମା’ ଓ କଅଁଳ ଶିଶୁଙ୍କୁ ଝାରସୁଗୁଡ଼ାରୁ ଉଦ୍ଧାର କଲା ଲେଫ୍ରିପଡ଼ା ପୋଲିସ
ସୁନ୍ଦରଗଡ: ଏସ୍‌ଟି କେସ୍‌ରେ NBW ଜାରି ଥିବା ଅଭିଯୁକ୍ତ ଗିରଫ, ରାହୁଲ ମହାନନ୍ଦିଆଙ୍କୁ କୋର୍ଟ ଚାଲାଣ କଲା ଲେଫ୍ରିପଡ଼ା ପୋଲିସ
ସୁନ୍ଦରଗଡ: ରାଇବୋଗା ଥାନାରେ ‘ଆମ ପୋଲିସ’ ବୈଠକ, ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା
ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ଇବ ବନ୍ଧ ସଂଗ୍ରାମ ସମିତି,ଦୁଇ ଦିନ ଅପେକ୍ଷା ପରେ ନିରାଶ ହୋଇ ଫେରିଲେ ପ୍ରତିନିଧି ଦଳ
ସୁନ୍ଦରଗଡ: ମହୁମାଛି ପଲର ଭୟଙ୍କର ଆକ୍ରମଣ...
ଜଣେ ମହିଳାଙ୍କ ମୃତ୍ୟୁ, ଦୁଇ ଗୁରୁତର
ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଅଘଟଣ
ସୁନ୍ଦରଗଡ: କୁଣ୍ଡୁକେଲାରେ ଟ୍ରଲର-ଟ୍ରଲର ଧକ୍କା, ଜଣେ ଚାଳକ ଗୁରୁତର
ସୁନ୍ଦରଗଡ: ବିଜେଡିର ରାଜ୍ୟ ଆଦିବାସୀ ସେଲ୍‌ରେ ସୁନ୍ଦରଗଡ଼କୁ ପ୍ରତିନିଧିତ୍ୱ, କୁନ୍ତୀ ପ୍ରଧାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ସୁନ୍ଦରଗଡ: ଜଙ୍ଘା ବଡ ଦେଓଙ୍କ ଚରଣରେ ନୂଆଁଖାଇ ଜୁହାର,ଭାଇଚାରାରେ ବାନ୍ଧିହେଲେ ଷଡ଼ବଂଶୀୟ ଗୌଣ୍ଡ ସମାଜ
ସୁନ୍ଦରଗଡ: ରେଳ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଖୋଜୁଛି ଜିଆରପିଏସ୍