Public App Logo
Profile Picture

sushant pattnayak

@sushantpattnayak1983
39240Followers
2Following
ଆସିକା: ଆସିକା ଠାରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଆରମ୍ଭ
ଚିକିଟି: ଜରଡ଼ା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା, ଯୋଗଦେଲେ ଚିକିଟି ବିଧାୟକ
ଛତ୍ରପୁର: ପୋଡାପଦର ସ୍ଥିତ ରେଲୱେ ଟ୍ରାକରେ  କାମ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଜଣେ ଟ୍ରାକ୍ ମେନ୍ କଂ ମୃତ୍ୟୁ
ଭଞ୍ଜନଗର: ଭଞ୍ଜନଗର ଠାରେ ରେଡିଓ ଆଇନା ଘୁମୁସର ଷ୍ଟେସନ୍ ନିର୍ମିତ, ପ୍ରତିକ୍ରିୟା ରଖିଲେ କର୍ମକର୍ତ୍ତା
ସାନାଖେମୁଣ୍ଡି: ବରାଡ଼ବିଲି ଗାଁ ନିକଟରେ ଥିବା ରୁଷିକୂଲ୍ଯା ନଦୀରୁ ନାବାଳକର ମୃତଦେହ ଉଦ୍ଧାର
ସୋରଡା: ସୋରଡ଼ା ଠାରେ କଣ୍ଟାପିଢା ଯାତ୍ରା, ଯୋଗଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ପୋଲସରା: ପୁସ୍ତପୁର ନିକଟରେ କାର୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର
ଦିଗପହଣ୍ଡି: ପୁଞ୍ଜିକଂୟା ବନ୍ଧରେ ଶ୍ରମ ଦାନ କଲେ ଦିଗପହଣ୍ଡି ବିଧାୟକ
ଚିକିଟି: ପିତାତଳି ଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ
କବିସୂର୍ଯ୍ୟନଗର: କୋଦଳା ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି, ପ୍ରତିକ୍ରିୟା ରଖିଲେ ପ୍ରଧାନ ଶିକ୍ଷକ
କାଣିସି: ଗଞ୍ଜାମରେ ବୁଲିବ ସେବା ସଂକଳ୍ପ ଅଭିଯାନ ରଥ, ଛତ୍ରପୁର ଠାରେ ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର: କମୁନିଷ୍ଟ ପାର୍ଟିର ସଦ୍ଭାବନା ଦିବସ, ଛତ୍ରପୁର ଠାରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ଛତ୍ରପୁର ବିଧାୟକ
ଖଲ୍ଲିକୋଟ୍: ଖଲ୍ଲିକୋଟ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ, ପ୍ରତିକ୍ରିୟା ରଖିଲେ ପୂର୍ବତନ ଖଲ୍ଲିକୋଟ ବିଧାୟିକା
ଛତ୍ରପୁର: ଚମାଖଣ୍ଡି ପଞ୍ଚାୟତରେ ଆୟୋଜିତ ଗ୍ରାମସଭା, ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର: ଛତ୍ରପୁର ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ
ଛତ୍ରପୁର: ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଧାୟକ
ହିଞ୍ଜିଳି: ବେଲଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ଜଳ ଅର୍ପଣ ଦିବସ’ ପାଳିତ
ଛତ୍ରପୁର: ବ୍ରହ୍ମପୁରରେ ଗାନ୍ଧୀ ଜୟନ୍ତୀ, ସାମିଲ୍ ହେଲେ ବିଭିନ୍ନ ବର୍ଗର ଲୋକେ
ସାନାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ସଂପର୍କ ସ୍ଥାପନ ପରେ ଧମକ, ଦିଗପହଣ୍ଡି ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ
ଖଲ୍ଲିକୋଟ୍: ମା ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ପୂଜା ପାଇଁ ପ୍ରସ୍ତୁତି, ପ୍ରତିକ୍ରିୟା ରଖିଲେ ମୁଖ୍ଯ ପୂଜକ
ଛତ୍ରପୁର: ଛତ୍ରପୁର ଠାରେ ରପ୍ତାନିମୁଖୀ କ୍ଷମତା ବିକାଶ କାର୍ଯ୍ୟକ୍ରମ, ପ୍ରତିକ୍ରିୟା ରଖିଲେ ଗଞ୍ଜାମ ପିଡି
କାଣିସି: ମା ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଇ ପ୍ରତିକ୍ରିୟା ରଖିଲେ ଉପ ଜିଲ୍ଲାପାଳ
ହିଞ୍ଜିଳି: ଭୁବନେଶ୍ବର ନବୀନ ନିବାସ ଠାରେ ନବୀନଙ୍କୁ ଭେଟିଲେ ହିଞ୍ଜିଳି ପୌରାଞ୍ଚଳର ନେତା ଓ କର୍ମୀ
ଛତ୍ରପୁର: ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ଆଇଟି ଅନ୍ ହୁଇଲସ କାର୍ଯ୍ୟକ୍ରମ ଆରମ୍ଭ
ଆସିକା: ଛତ୍ରପୁର ଠାରେ ରପ୍ତାନୀ ମୁଖୀ କ୍ଷମତା ବିକାଶ କାର୍ଯ୍ୟକ୍ରମ, ଯୋଗଦେଇ ପ୍ରତିକ୍ରିୟା ରଖିଲେ ଆସିକା ସାଂସଦ