Public App Logo
Profile Picture

ଅନୁଗୋଳ ଖବର

@angulkhabar123
20032Followers
0Following
ଅନୁଗୋଳ: ହାଣଡିହ ଗ୍ରାମ ନିକଟରୁ ଚାରିଶହ କେଭିର ବିଦ୍ୟୁତ ତାର କାଟିନେବା ଅଭିଯୋଗରେ ଦଶଜଣ ଗିରଫ
ଛେଣ୍ଡିପଦା: ତୁକୁଡା ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ
ତାଳଚେର: ତାଳଚେର ରାମଚନ୍ଦ୍ର ବଜାରରେ ଗାନ୍ଧୀ ଜୟନ୍ତୀ ପାଳନ
ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ଅନୁଗୋଳ: ଅନୁଗୋଳ ଫରେଷ୍ଟ ରେଞ୍ଜର କଲେଜ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା: ବିଧାନସଭାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ଅଗସ୍ତି ବେହେରା
ଅନୁଗୋଳ: ସହରରେ ଥିବା ଗାନ୍ଧୀ ପାର୍କ ଠାରେ ଗାନ୍ଧୀ ଜୟନ୍ତୀ ପାଳନ
ଅନୁଗୋଳ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ବୈଠକ ଅନୁଷ୍ଠିତ
ତାଳଚେର: ତାଳଚେର ପୌରପରିଷଦ ଅଞ୍ଚଳରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ତାଳଚେର: ବୀରଭୂଇଁ ଗ୍ରାମର ହିନ ସାହୁଙ୍କ ଏକଦଶାହ କାର୍ଯ୍ୟରେ ଯୋଗ ଦେଲେ ବିଧାୟକ ଅଶୋକ ମହାନ୍ତି
ତାଳଚେର: ରେଙ୍ଗାଳିରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଲେ ବିଧାୟକ ଅଶୋକ ମହାନ୍ତି
ତାଳଚେର: ରେଙ୍ଗାଳି ଡାକ୍ତରଖାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ଅଶୋକ ମହାନ୍ତି
ଅନୁଗୋଳ: ଶିମିଳିପଡ଼ା ଠାରେ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ
ଅନୁଗୋଳ: ଜୟ ଜଗନ୍ନାଥ ମର୍ଣ୍ଣି ୱାର୍କ ଗ୍ରୁପ ପକ୍ଷରୁ ତୁରଙ୍ଗ ଖେଳ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ: ତାମିଲନାଡୁରେ ବିବାହିତା ମହିଳାଙ୍କୁ ବିବାହ କରି ଧୋକା ଦେବା ଅଭିଯୋଗରେ ସାନକଞ୍ଜନି ଗ୍ରାମରୁ ବିବାହିତ ଯୁବକ ଗିରଫ
ତାଳଚେର: ତାଳଚେର ଅଞ୍ଚଳରେ ଚୋରି ଡକାୟତି ଗ୍ୟାଙ୍ଗକୁ ଗିରଫ କରି ପ୍ରତିକ୍ରିୟା ରଖିଲେ ଏସଡିପିଓ
ଛେଣ୍ଡିପଦା: ଜରପଡା ଶିବ ମନ୍ଦିର ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ତାଳଚେର: ତାଳଚେର ଜେବିଆର ମେଡ଼ିକାଲ ନାଁରେ ହୋଇଥିବା ଅଭିଯୋଗ ନେଇ ସାମ୍ୱାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ମେଡ଼ିକାଲ କର୍ମଚାରୀ
ପାଲଲହଡା: ଏନଟିପିସି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ଅଶୋକ ମହାନ୍ତି
ଅନୁଗୋଳ: ଅଙ୍ଗାରବନ୍ଧ ଗ୍ରାମ ନିକଟରେ ଗୋଟିକିଆ ହାତୀ; ଭୟଭୀତ ଗ୍ରାମବାସୀ
ଅନୁଗୋଳ: ବନ୍ତଳା ବନାଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବୃକ୍ଷ ରୋପଣ ସ୍ଥଳ ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ
ଛେଣ୍ଡିପଦା: କୋଶଳା ଟିପିସିଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କଲେ କଷିଡିହ ଗ୍ରାମବାସୀ
ଅନୁଗୋଳ: ଅନୁଗୋଳ ରେଳ ଷ୍ଟେସନ ଠାରୁ ୨୯ କେଜି ଗଞ୍ଜେଇ ଜବତ; ଜଣେ ଗିରଫ
ଅନୁଗୋଳ: ଆଇନଜୀବୀଙ୍କୁ ଚ୍ୟାମ୍ବର ଭିତରେ ମରଣାନ୍ତକ ଆକ୍ରମଣ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ଶିବ ସୁନ୍ଦର ସାହୁ
ଅନୁଗୋଳ: ଗିରିଧା ଗ୍ରାମରେ ଡାଲି କଡ଼େଇରେ ପଡ଼ି ତିନିବର୍ଷର ଶିଶୁ କନ୍ୟା ଗୁରୁତର