Public App Logo
Profile Picture

Rajesh Kumar Sethy

@rajesh223637
14559Followers
2Following
ସୋନପୁର: ସୁବଳୟା ହନୁମାନ ମନ୍ଦିରରେ ସଂକ୍ରାନ୍ତି ବ୍ରତ ପାଳନ ଅବସରରେ ମହାମନ୍ତ୍ର ଗାନ କଲେ ଶ୍ରଦ୍ଧାଳୁ
ସୋନପୁର: ସୁନାରିବେର୍ଣ୍ଣି ସ୍ଵପ୍ନେଶ୍ଵର ଶୈବ ପୀଠରେ ମହାଦେବଙ୍କ ଦର୍ଶନ ଏବଂ ଜଳଲାଗି କଲେ କାଉଡିଆ ଭକ୍ତ
ସୋନପୁର: କେଲଗାଁ ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି
ସୋନପୁର: କପାସିରା କପଳେଶ୍ୱର ଶୈବ ପୀଠରେ ମହାଦେବଙ୍କ ଦର୍ଶନ ଏବଂ ଜଳଲାଗି ନିମନ୍ତେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼
ସୋନପୁର: ସୁବଳୟା ରାଧେଶ୍ୟାମ ମଠରେ ଝୁଲଣ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୋନପୁର: ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ, ରାଜ୍ୟର ପାଣିପାଗ ବିଷୟରେ ପ୍ରତିକ୍ରିୟା ରଖିଲେ ପାଣିପାଗ ବିଶେଷଜ୍ଞ ଡ଼କ୍ଟର ମନରମା ମହାନ୍ତି
ସୋନପୁର: ସୁବଳୟା ପଂଚାୟତ କଲ୍ୟାଣମଣ୍ଡପରେ ବ୍ଲକ ସ୍ତରୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡଳକୁ ଗଲା  "କଳସ ବନ୍ଦନ "ଶୋଭାଯାତ୍ରା କଳସ
ସୋନପୁର: ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି, ଜିଲ୍ଲାରେ ବିଜୁଳି ଘଡଘଡି ଶହ ପ୍ରବଳ ବର୍ଷାର ସମ୍ଭାବନା
ସୋନପୁର: କୁମ୍ଭାରମୁଣ୍ଡା ଠାରେ ଜାତୀୟ  ପତାକା ଉତ୍ତଳନ ଶହ ନୂତନ ବିଜେପି କାର୍ଯ୍ୟାଳୟ ଉଦଘାଟନ
ସୋନପୁର: ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ 80 ତମ ସ୍ୱତନ୍ତ୍ରତା ଦିବସ ପାଳନ
ସୋନପୁର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ସୁବଳୟା ଖେଳ ପଡିଆରେ ମିଳିତ ପ୍ୟାରେଡ ପ୍ରଦର୍ଶନୀ
ସୋନପୁର: ସୁବଳୟାର ଲଳିତ ସାହୁଙ୍କୁ ସହାୟତାର ହାତ ବଢ଼େଇଲା ପରେ ପ୍ରତିକ୍ରିୟା ରଖିଲେ ଗୋଦାବରୀ ଫାଉଣ୍ଡେସନର ମୁଖ୍ୟ ଆନନ୍ଦ ବିଶ୍ୱାଳ
ସୋନପୁର: ସୁବଳୟା ସ୍ଥିତି ବୀରମହାରାଜପୁର ବନାଞ୍ଚଳ କାର୍ଯ୍ୟାଳୟରେ 80 ତମ ସ୍ୱାଧୀନତା ଦିବସ ପାଳନ
ସୋନପୁର: ସୁବଳୟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ 80 ତମ ସ୍ୱତନ୍ତ୍ରତା ଦିବସ ପାଳନ
ସୋନପୁର: ତରଭାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ, ଯୋଗଦେଲେ ବୀରମହାରାଜପୁର ବିଧାୟକ
ହରଭଙ୍ଗା: ସୁବଳୟାରେ କୁଷ୍ଠ ଚିହ୍ନଟିକରଣ ତାଲିମ୍ ଶିବିର ଅନୁଷ୍ଠିତ
ସୋନପୁର: 80 ତମ ସ୍ୱତନ୍ତ୍ରତା ଦିବସର ଅବ୍ୟବହିତ  ପୂର୍ବରୁ ସୁବଳୟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ୟାରେଡ ଅଭ୍ୟାସ
ସୋନପୁର: ସୁବଳୟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ସୋନପୁର: ମୟୁରଉଡାଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋନପୁର: ମେଣ୍ଡା ଠାରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ସୋନପୁର: ଡୁଙ୍ଗୁରିପାଲିରେ ବ୍ଲକ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ପରେ ପ୍ରତିକ୍ରିୟା ରଖିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବିଜେପି ମଣ୍ଡଳ ସଭାପତି
ସୋନପୁର: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଆପାଲିର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ସୋନପୁର: 80 ତମ ସ୍ୱାଧୀନତା ଦିବସର ଅଵ୍ୟବହିତ ପୂର୍ବରୁ ସୁବଳୟାରେ ପ୍ୟାରେଡ ଅଭ୍ୟାସ କଲେ ଛାତ୍ର ଛାତ୍ରୀ
ସୋନପୁର: ପିତାମହୁଲ ସେବା ସମବାୟ ସମିତିରେ ଜୋରଶୋରରେ ଚାଲିଛି ଚାଷୀ ପଞ୍ଜିକରଣ କାର୍ଯ୍ୟ