Public App Logo
Profile Picture

Kishore Kumar Nayak

@kishore85153
18621Followers
5Following
ସୁନ୍ଦରଗଡ: ରାଜଗାଙ୍ଗପୁର ଥାନା ଅଞ୍ଚଳ ରୁ ନିଖୋଜ ନାବାଳିକା ସୁନ୍ଦରଗଡ ରୁ ଉଦ୍ଧାର ହୋଇଥିବା ସୂଚନା
ସୁନ୍ଦରଗଡ: ସିଆରମାଲ ବିସ୍ଥାପିତ ପରିବାର ଲୋକଙ୍କ ଡିଆରଡିଏ ଛକ ଠାରେ ଗଣ ଧାରଣା ୧୫୫ ଦିନରେ ଜାରି ରହିଛି
ସୁନ୍ଦରଗଡ: ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ରାଉରକେଲା ମ୍ୟୁନିସିପାଲଟି: ବିଶ୍ରା ବ୍ଲକ ଅଫିସ୍ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ରାଉରକେଲା ମ୍ୟୁନିସିପାଲଟି: ଆସନ୍ତା ୧୮ ତାରିଖ ସୁନ୍ଦରଗଡ ଜିଲ୍ଲା କୁ ପାଣି ପାଗ ବିଭାଗ ପକ୍ଷରୁ ଅରେଞ୍ଜ warning ଜାରି କରାଯାଇଛି
ସୁନ୍ଦରଗଡ: ଶ୍ରାବଣ ମାସ ତୃତୀୟ ସୋମବାର ସୁନ୍ଦରଗଡ ସହରର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ
ସୁନ୍ଦରଗଡ: ସିଆରମାଲ ବିସ୍ଥାପିତ ପରିବାର ଲୋକଙ୍କ ଡିଆରଡିଏ ଛକ ଠାରେ ଗଣ ଧାରଣା ୧୫୪ ଦିନରେ ଜାରି
ସୁନ୍ଦରଗଡ: ଡକ୍ଟର ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେକଂଗ୍ରେସରପ୍ରତିବାଦସଭାଜିଲ୍ଲାସଭାପତି  ମହିଳା ନେତ୍ର ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: ଆସନ୍ତା କାଲି ଠାରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ କୁଷ୍ଠ ରୋଗୀ ଚିହ୍ନଟ ଆରମ୍ଭ ହେବ ବୋଲି ସୂଚନା ଦେଲେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର
ସୁନ୍ଦରଗଡ: ହର ଘର ତ୍ରିରଙ୍ଗା  କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଜିଲ୍ଲାପାଳଙ୍କ ଅଫିସ ପରିସରରେ SSG ମାଁ ମାନଙ୍କୁ ନେଇ ରଙ୍ଗଲି ପ୍ରତିଯୋଗିତା
ସୁନ୍ଦରଗଡ: ଜିଲ୍ଲା କ୍ରୀଡା ସଂସଦ ଷ୍ଟାଡିୟମରେ ମିଡ଼ିଆ ଏକାଦଶ ପ୍ରଶାସନ ଓ ଓକିଲସଂଘ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଜିଲ୍ଲାପ୍ରଶାସନ ବିଜେତା
ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ପଡ଼ିଆରୁ ତ୍ରିରଙ୍ଗା ପଦ ଯାତ୍ରା ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ସୁନ୍ଦରଗଡ: ସିଆରମାଲ ବିସ୍ଥାପିତ ପରିବାର ଲୋକଙ୍କ ଡିଆରଡିଏ ଛକ ଠାରେ ଗଣ ଧାରଣା ୧୫୩ ଦିନରେ ଜାରି ରହିଛି
ସୁନ୍ଦରଗଡ: ସବଡେଗା ବ୍ଲକସ୍ତରୀୟ ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜାତୀୟ ପତାକାକୁ ଅସମ୍ମାନ
ସୁନ୍ଦରଗଡ: ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା ମ୍ୟୁନିସିପାଲଟି: ବୀରମିତ୍ରପୁର ଥାନା ରେ ପାଳନ ହେଲା ୮୦ ତମ ସ୍ବାଧିନତା ଦିବସ ପତାକା ଉତ୍ତୋଳନ କଲେ ଥାନା ଅଧିକାରୀ
ସୁନ୍ଦରଗଡ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୁନ୍ଦରଗଡ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାୟକ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସୁନ୍ଦରଗଡ ଷ୍ଟାଡିୟମ ଠାରେ ୮୦ ତମ ସ୍ବାଧିନତା ଦିବସ ପାଳିତ
ସୁନ୍ଦରଗଡ: ସୁନ୍ଦରଗଡ ର ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ କଲେଜ ରେ ୮୦ ତମ ସ୍ଵାଧୀନତା ଦିବସ ପାଳନ
ସୁନ୍ଦରଗଡ: ଜିଲ୍ଲାପାଳ ଅଫିସ ରେ ସ୍ଵାଧୀନତା ଦିବସ ପାଳନ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ କଲେ ପତାକା ଉତ୍ତୋଳନ
ରାଉରକେଲା ମ୍ୟୁନିସିପାଲଟି: ଯୁବତୀର ଆପତ୍ତିଜନକ ଭିଡିଓ ଭାଈରାଲ କରିଥିବା ମାମଲାରେ ଜଣେ ଯୁବକକୁ ଝାରସୁଗୁଡ଼ା ଜିଲ୍ଲା ଲୋଇକେରା ରୁ ଗିରଫ କଲା ବୀରମିତ୍ରପୁର ପୋଲିସ
ସୁନ୍ଦରଗଡ: କିଞ୍ଜିରିକେଲା ଥାନା ଅନ୍ତର୍ଗତ ବନ୍ଧ ବାହାଲ୍ ରେ  ହାଇୱା ଧକା ରେ ବାଇକ୍ ଚାଳକ ଓ   ତାଙ୍କ ପତ୍ନୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା
ସୁନ୍ଦରଗଡ: ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଟାଉନ ଥାନା ପୋଲିସ ମିଳିତ ଭାବେ  ସହରର ବିଭିନ୍ନ ବଡ ହୋଟେଲ ଗୁଡିକରେ ଚଢାଉ
ସୁନ୍ଦରଗଡ: ଆସନ୍ତା ଅଗଷ୍ଟ ୨୨ ତାରିଖ ସଦର ମସଜିଦ ସୁନ୍ଦରଗଡରେ ରକ୍ତଦାନ ଶିବିର ଆୟୋଜନ କୁ ଆୟୋଜକ କମଟି ମୁଖ୍ୟ ରାଜୁ ଖାନ୍ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: ଟାଉନ ଥାନା ପୋଲିସ ଗତ ରାତିରେ ଆର୍ ଆର୍ ଆଇ ଟି କଲୋନୀ ଛକ ରୁ ଜଣେ ମଦ ବେପାରୀ କୁ ଧରି ଜରିମାନା ଆଦାୟ କରିଥିବା ସୂଚନା