Public App Logo
Profile Picture

Odisha Bhaskar

@odishabhaskar
3349Followers
0Following
୫୦ ଲକ୍ଷ ଟଙ୍କାର ସୁନାରୁପା ଅଳଙ୍କାର ଜବତ! ଛତିଶଗଡ଼ରୁ ଚୋରି, ସୋରଡ଼ାରୁ ଠାବ...| Gold & Silver Jewellery Seized
ମୟୂରଭଞ୍ଜରେ ବଡ଼ ଲୁଟ୍! ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ
ବାରହା ଉପଦ୍ରବରେ ଉଜୁଡ଼ିଲା ମକା ଫସଲ, ଚିନ୍ତାରେ ଚାଷୀ! |Wild Boar Menace Destroys Acres of Maize Crops
ସ୍କୁଲରେ ଶିକ୍ଷୟିତ୍ରୀଙ୍କ ମନମାନି! ମନଇଛା ଆସୁଛନ୍ତି ବିଦ୍ୟାଳୟ...| Teachers Reportedly Arrive Late
ଭୟଙ୍କର ହେଲା ବନ୍ୟା ସ୍ଥିତି, ବଢ଼ିଲା ହୀରାକୁଦର ଜଳସ୍ତର, ସକାଳୁ ସକାଳୁ ଆଉ ୫ ଗେଟ ଖୋଲିଦେଲେ କତ୍ତୃପକ୍ଷ
ଓଲଟା ଉଡ଼ିଲା ଜାତୀୟ ପତାକା! ସରକାରୀ ଯନ୍ତ୍ରୀଙ୍କ ଅଜବ ଭୁଲ୍‌କୁ ନେଇ ଚର୍ଚ୍ଚା
ଲିଙ୍ଗରାଜଙ୍କ ପୀଠରେ ବିଶେଷ ନୀତି! ଜାଣନ୍ତୁ କଣ ରହିଛି ଆଜିର ସ୍ୱତନ୍ତ୍ର ନୀତି....
ବାରିପଦାରେ ଦବିଲା ରେଳ ଧାରଣା, ଅତଡ଼ା ଖସି ଭାଙ୍ଗିଲା ଘର  | Railway Track Sinks in Baripada Amid Heavy Rain
ବ୍ରହ୍ମପୁରରେ ୧୦୬ କେଜି ଗଞ୍ଜେଇ ଜବତ, ୩ ଗିରଫ; ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜବତ
ସାଇରେନ୍ ବାଜିଲା, ଖୋଲିଲା ରେଙ୍ଗାଲି ଡ୍ୟାମ୍! ଭୟଙ୍କର ଗର୍ଜନ କରି ମାଡ଼ି ଆସୁଛି ପାଣି
ଲଘୁଚାପ ପ୍ରଭାବରେ ବନ୍ୟା ପାଣି, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା; ପାଟେଣି ହାଟରେ ମିଳୁଛି ସୁଲଭ ଦରରେ ତଟକା ପନିପରିବା
ବନ୍ୟା ପାଇଁ ସମସ୍ତ ସରକାରୀ ଅଫିରଙ୍କ ଛୁଟି ବାତିଲ...<nis:link nis:type=tag nis:id=odishagovernment nis:value=OdishaGovernment nis:enabled=true nis:link/> <nis:link nis:type=tag nis:id=shorts nis:value=Shorts nis:enabled=true nis:link/> <nis:link nis:type=tag nis:id=odishabhaskar nis:value=Odishabhaskar nis:enabled=true nis:link/>
୧୧ ମାସର କୁନି ଝିଅକୁ ନଦୀକୁ ଫିଙ୍ଗିଦେଲା ବାପା!<nis:link nis:type=tag nis:id=humanity nis:value=humanity nis:enabled=true nis:link/> <nis:link nis:type=tag nis:id=shorts nis:value=Shorts nis:enabled=true nis:link/> <nis:link nis:type=tag nis:id=odishabhaskar nis:value=odishabhaskar nis:enabled=true nis:link/> <nis:link nis:type=tag nis:id=trendingnews nis:value=trendingnews nis:enabled=true nis:link/>
ବାହୁବଳୀ ଚେୟାରମ୍ୟାନ! କେବେ ହେବ କାର୍ଯ୍ୟାନୁଷ୍ଠାନ?<nis:link nis:type=tag nis:id=chairman nis:value=Chairman nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=shorts nis:value=shorts nis:enabled=true nis:link/> <nis:link nis:type=tag nis:id=odishabhaskar nis:value=odishabhaskar nis:enabled=true nis:link/>
ଶ୍ରାବଣର ତୃତୀୟ ସୋମବାରରେ ବାବା ଲିଙ୍ଗରାଜଙ୍କ ପୀଠରେ କାଉଡ଼ିଆଙ୍କ ଭିଡ଼..| Baba Lingaraj Temple in Bhubaneswar
୬ ମାସର ନବବଧୂଙ୍କ ମୃତ୍ୟୁକୁ ନେଇ ରହସ୍ୟ! ବାପଘର ଆଣିଲା ହ-ତ୍ୟା ଅଭିଯୋଗ  | Marriage Ends in Mystery!
ମୋବାଇଲ୍‌ରେ ଗପିବାକୁ ନେଇ ବାପା-ମାଆଙ୍କୁ ମାଡ଼! ୪ ଘଣ୍ଟା ଘରେ ତାଲା ପକାଇ ରଖିଲେ ପୁଅ-ବୋହୂ
ଜମି ଡିଲ୍ ନାଁରେ ଦିନ ଦ୍ୱିପ୍ରହରରେ କରୁଥିଲେ ଡକାୟତି ! ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଗିରଫ..
ବ୍ରିଜ୍‌ ଉପରେ ସେଲ୍‌ଫି ନେବା ହେଲା କାଳ! ନଦୀକୁ ଖସିପଡ଼ିଲେ ଯୁବତୀ...| Girl Falls Into Flooded River
ଜୁଜୁମୁରା କଂସରେ ସରକାରୀ ବସ୍ ଦୁର୍ଘଟଣା: ମୃତକ ଓ ଆହତଙ୍କ ପାଇଁ ଦୁଃଖ ପ୍ରକାଶ କଲେ ଜୟନାରାୟଣ ମିଶ୍ର
ବନ୍ୟା ପାଣି ପଶିଲା ଶହ ଶହ ଘରେ, ଆଣ୍ଠୁଏ ପାଣିରେ ହନ୍ତସନ୍ତ ଗ୍ରାମବାସୀ
ଯାଜପୁରରେ ପୁଣି ବନ୍ୟା ବିଭୀଷିକା! ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ, ପୁଣି ହେଲା ବଡ଼ ଘାଇ ବୁଡ଼ିଗଲା ଯାଜପୁରର ବରୀ ଅଞ୍ଚଳ
ପ୍ରଚଣ୍ଡ ଶବ୍ଦ କରି ଭାଙ୍ଗୁଛି ନଦୀ ବନ୍ଧ, ସୁଅ କାଟି ପ୍ରଳୟ ପରି ମାଡି ଆସୁଛି ପାଣି
ପାଣି ଭିତରେ ବୁଡ଼ିଗଲା ସ୍କୁଲ, ସ୍କୁଲ  ଭିତରେ ଥିଲେ ୩୦୦ ପିଲା .. କାନ୍ଦିପକାଇଲେ ଗାଁ ଲୋକ
ସକାଳୁ ସକାଳୁ ଦର୍ଶନ କରନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଳତି ଆପଣଙ୍କ ଦିନଟି ମଙ୍ଗଳମୟ ହେବ I Jagannatha Alati