Public App Logo
Profile Picture

Mayurbhan Khabar

@mayurbhanj.khabar
129Followers
7Following
ଗୋଟିଏ ପଟେ ବନ୍ୟା ର ବିଭିଷିକା - ଅନ୍ୟ ପଟେ ବନ୍ୟା ଜଳ ରେ ହାତୀ ର ଜଳକ୍ରୀଡା
ନିଜ ଛୁଆ କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଛି ମା ବିଲେଇ
କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଠୁଏ ପାଣି
ବନ୍ୟା ଜଳ ରେ ବୁଡିଲା ଅମାନିଆ ପିକଅପ- ଡ୍ରାଇଭର ଓ଼ ହେଲପର କୁ ବହୁ କଷ୍ଟରେ ଉଦ୍ଧାର କଲା ଅଗ୍ନଶମ ବିଭାଗ
ପାଣି ଘେରରେ ତିନି ପରିବାର ସହିତ ଅଙ୍ଗନବାଡି ( ତିନି ଦିନ ଧରି ଘରେ ଚୁଲି ଜଳି ନାହିଁ)
ସଂନ୍ଧ୍ୟା ରେ ତିନି ଜଣ ଙ୍କ ଘର କୁ ଉଜାଡିଲା ହାତୀ - ଭୟରେ ପାଣି ଟାଙ୍କିରେ ନେଲେ ଆଶ୍ରୟ
ଯୋଡପଡା - ବସ୍ତା ମୁଖ୍ୟ ରାସ୍ତା ଉପରେ ଦନ୍ତା ହାତୀ  (ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଯାତାୟାତ ଠପ୍)
ଲୁଲୁଙ୍ଗରୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା-ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ପିଟିଲା କାର-୩ ଗୁରୁତର-ଗାଡ଼ି ଚୂରମାର
ପୋଲିସକୁ ସଫଳତା : ଲକ୍ଷାଧିକ ଟଙ୍କାର ଗହଣା,ମୋବାଇଲ ଫୋନ ଜବତ : ୩ ଗିରଫ- ପ୍ରେସମିଟ - ଏସଡିପିଓ
ପାଞ୍ଚଗୁଛିଆ ଆଡି ବନ୍ଧ ର କାର୍ଯ୍ୟ କୁ ଅଧାପନ୍ତାରିଆ କରି ଠିକାଦାର ଛୁ କୁ ନେଇ କଣ କହୁଛନ୍ତି ସରପଞ୍ଚ ଶୁଣନ୍ତୁ
ଅମର୍ଦା ଏୟାରଷ୍ଟ୍ରିପରେ୧୪ ଜଣ ସହିଦ ଙ୍କୁ ଏୟାରମ୍ୟାନ୍ ଙ୍କୁ ଶ୍ରଦ୍ଧାଞ୍ଜଳି
କାମ୍ୟା ଓ ନାମ୍ୟା ମୋରଡା ରଥଯାତ୍ରା ର ଆନନ୍ଦ ନେଉଛନ୍ତି
ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ-ପାଞ୍ଚ ଲକ୍ଷ ଟଙ୍କା ର ଜିନିଷ ପତ୍ର ଚୋରି
ଜୟ ଜଗନ୍ନାଥ
ହାତୀ ଆକ୍ରମଣରେ ଭାଙ୍ଗିଲା ଘର
ହାତୀ ପଲ ଆକ୍ରମଣ ରେ ସଂପୂର୍ଣ୍ଣ ଘର ନଷ୍ଟ -ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ସମସ୍ୟା କୁ ନେଇ ସାମ୍ବାଦିକ ସମ୍ମିଳନୀ
ଦୁର୍ଘଟଣାର ଖବର କରିବାକୁ ଯାଇ ଦୁର୍ଘଟଣାର ଶିକାର ସାମ୍ବାଦିକ-୨ ମୃତ, ୪ ଗୁରୁତର
ବେଆଇନ ବାଲି ଚାଲାଣ ବେଳେ ଅଘଟଣ - ଟ୍ରାକ୍ଟର ତଳେ ଚାପି ହୋଇଗଲେ ଡ୍ରାଇଭର
ପକ୍ଷୀ ମାନେ ଘର କୁ ଫେରୁଥିବା ସମୟର ଭିଡ଼ିଓ
ହାତୀ ପଲ ର ଉପଦ୍ରବ - ସ୍କୁଲ ପାଚେରି ଭାଙ୍ଗି କଲେ ବ୍ୟାପକ କ୍ଷୟକ୍ଷତି - ଭୟରେ  ଏଣେ ତେଣେ ଦୌଡ଼ିଲେ ପିଲା
ଢେମସାର ତାଳେ ତାଳେ ନାଚିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା
ବାଲେଶ୍ଵର ଜିଲ୍ଲା ରୁ ପାଣି ଆଣି ପିଉଛନ୍ତି ମୟୂରଭଞ୍ଜବାସୀ-ଧାରଣାରେ ଛାତ୍ରୀ ଛାତ୍ର
କୁଳିଆଣା ଥାନାର ଘଟଣା କୁ ନେଇ ନଗରପାଳ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି ଙ୍କ ପ୍ରତିକ୍ରିୟା
ବିଳମ୍ୱିତ ରାତିରେ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ