Public App Logo
Profile Picture

Arun Kumar Shadangi

@arunkshadangi40
58198Followers
45Following
କନ୍ଧମାଳ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ
ଜି ଉଦୟଗିରି: ଜି ଉଦୟଗିରି ରେ ଗାନ୍ଧୀ ଜୟନ୍ତୀ ବିଭିନ୍ନ ଦଳ ପକ୍ଷରୁ ପାଳିତ
କନ୍ଧମାଳ: କଳିଙ୍ଗା ଘାଟି ପରିଦର୍ଶନ କଲେ ବରିଷ୍ଠ ଅଧିକାରୀ ଗଣ
କନ୍ଧମାଳ: କିରୁକୁଟି ଠାରେ ବ୍ଲକ ସ୍ତରୀୟ ଆମ ପୂଜକ ଆଲୋଚନା ଚକ୍ର ଅନୁଷ୍ଠିତ
ଜି ଉଦୟଗିରି: ଜି ଉଦୟଗିରି ରେ ବ୍ଲକ ସଭା ଗୃହରେ ଆନ୍ତର୍ଜାତିକa ବୟସ୍କ ଦିଵସ ପାଳିତ
ଜି ଉଦୟଗିରି: ଜି ଉଦୟଗିରି ଅଞ୍ଚଳ ରେ ଶିତ ର ପ୍ରଭାବ, ସୁନ୍ଦର ଦିଶୁଛି ପ୍ରକୃତି
ଜି ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅବସର,, ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ୱ ଗ୍ରହଣ
କନ୍ଧମାଳ: ରାଇକିଆ ବ୍ଲକ ସ୍ତରୀୟ ଆତ୍ମିକ ସହଭାଗିତା ସଭା  ବଡ଼ହାବାଡ଼ି ବାପ୍ଟିଷ୍ଟ ଚର୍ଚ୍ଚରେ ଅନୁଷ୍ଠିତ
କନ୍ଧମାଳ: ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜି ଉଦୟଗିରି: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ଡାକରା, ଜି ଉଦୟଗିରି ରେ ଆଂଶିକ ପ୍ରଭାବ
ଜି ଉଦୟଗିରି: ଜି ଉଦୟଗିରିର ୧୧୪ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ଉଦଯାପିତ ହୋଇଛି
କନ୍ଧମାଳ: ବାଦେଲପାଙ୍ଗା ଅଞ୍ଚଳ ରେ ଜଣେ ରୋଗୀ ଙ୍କୁ ଖଟିଆ ରେ ବୁହା ହେଉଥିବା ଭିଡ଼ିଓ ଭାଇରାଲ ହେଉଛି
କନ୍ଧମାଳ: ଫୁଲବାଣୀ ରେ ରାଷ୍ଟ୍ରୀୟ  ପୋଷଣ ଦିବସ ପାଳନ
ଜି ଉଦୟଗିରି: ଜି ଉଦୟଗିରି ରେ କୁହୁଡ଼ି ସାଙ୍ଗକୁ ହାଲକା ଶିତ
ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଅଟୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଟୋ ଡ୍ରାଇଭର ସହିତ ଜଣେ ଗିରଫ
କନ୍ଧମାଳ: ମାଲିକାପଡ଼ି ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ: କଳିଙ୍ଗା ଘାଟିରୁ ଖସିଥିବା ବଡ ପଥର କୁ ହଟାଗଲା
ଜି ଉଦୟଗିରି: ସରକାର ଙ୍କ UPI ରେ ଟଙ୍କା ଦେବାରେ ପଡ଼ିବାକୁ ଥିବା ଟ୍ୟାକ୍ସ କୁ ଜି ଉଦୟଗିରି ବ୍ୟବସାୟୀ ସଂଘ ର ବିରୋଧ ଓ ଦାବୀ ପତ୍ର ପ୍ରଦାନ
କନ୍ଧମାଳ: କଳିଙ୍ଗା ଘାଟି ସ୍ଥିତି ପରଖିଲେ ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ
ଜି ଉଦୟଗିରି: ନବମ ରାଷ୍ଟ୍ରୀୟ ପୋଷଣ ସପ୍ତାହ କାର୍ଯ୍ୟକ୍ରମ  ଜି ଉଦୟଗିରି ଅଞ୍ଚଳ ରେ ଅନୁଷ୍ଠିତ
କନ୍ଧମାଳ: ଫୁଲବାଣୀ ରେ ଶିଶୁ କିଶୋର ପତ୍ରିକା ଉନ୍ମୋଚନ
ଜି ଉଦୟଗିରି: ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ କଳିଙ୍ଗା ଘାଟି ପରିଦର୍ଶନ
କନ୍ଧମାଳ: ଫୁଲବାଣୀ ଠାରେ ପି ଏମ୍ ଶ୍ରୀ ବିଦ୍ୟାଳୟ ର ଏକ ବୈଠକ ଅନୁଷ୍ଠିତ
ଜି ଉଦୟଗିରି: କଳିଙ୍ଗ ମିନି ଷ୍ଟାଡିୟମ ରେ ଫୁଟବଲ ଟୁରନା ମେଣ୍ଟ ଫୁଲବାଣୀ କୁ ହରାଇ ଭଂଜନଗର ଚମ୍ପିୟାନ
କନ୍ଧମାଳ: କଳିଙ୍ଗା ଘାଟିର ଭୂସ୍ଖଳନ ସ୍ଥାନ ପରିଦର୍ଶନ କଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା