Public App Logo
Profile Picture

କଟକ ସମାଚାର

@silvercitykhabar
9723Followers
2Following
କଟକ ସଦର: ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ଘଟଣା, ଗିରଫ ହେଲା ଷଷ୍ଠ ଅଭିଯୁକ୍ତ
କଟକ ସଦର: ନୂଆ ବଜାରରେ କଟକ ବ୍ୟାଡମିଣ୍ଟନ ପ୍ରିମିଅର ଲିଗର ହେଲା ଉଦଘାଟନ, ବିଧାୟକଙ୍କ ସହ ଯୋଗ ଦେଲେ ଅନେକ ବିଶିଷ୍ଟ ବ୍ୟକ୍ତି
କଟକ ସଦର: ବାରବାଟୀ ଷ୍ଟାଡିୟମରେ ଶେଷ ହେଲା ଫାଓ ସୁପର କପ, ଓଡ଼ିଶା ପୋଲିସ ଟିମ୍ ଚାମ୍ପିଅନ
କଟକ ସଦର: ଗୌରୀଶଙ୍କର ପାର୍କ ଛକରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲିକ୍କାର୍ଜୁୁନ ଖଡଗେଙ୍କ କୁଶପୁତ୍ତଳିକା ଦାହ
କଟକ ସଦର: ବକ୍ସି ବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ନୂତନ ଡିଜିପି ଭାବେ ଦାୟିତ୍ଵ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଫିସର ବିନୟତୋଷ ମିଶ୍ର
କଟକ ସଦର: ଡମପଡା ବ୍ଲକ ଅନ୍ତର୍ଗତ ଉପର ପାଥପୁର ଶଙ୍ଖ ନିକଟରୁ ୧୫ ଫୁଟର ଅଜଗର ସାପକୁ ଉଦ୍ଧାର କଲେ ଫରେଷ୍ଟ ରେଞ୍ଜ କର୍ମଚାରୀ
କଟକ ସଦର: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ଵ ମିଳିବା ପରେ ବକ୍ସି ବଜାରରେ କ୍ରାଇମବ୍ରାଞ୍ଚ୍ ଡିଜି ବିନୟତୋଶ ମିଶ୍ରଙ୍କ ପ୍ରତିକ୍ରିୟା
କଟକ ସଦର: ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ, ବିଧାୟକଙ୍କ ସିନେଟ ସଭ୍ୟ ପଦ ପ୍ରତ୍ୟାହାର ପାଇଁ ଦାବି
କଟକ ସଦର: ବଡମ୍ବା ବିଜ୍ଞାପିତ ପରିଷଦ ଅଞ୍ଚଳରେ ନୂତନ ଝାଡୁଦାରଙ୍କୁ ନିଯୁକ୍ତ ପ୍ରଦାନ, ସ୍ୱଚ୍ଛ ବଡମ୍ବା ରଖିବା ପାଇଁ ନିର୍ଦ୍ଦେଶ
କଟକ ସଦର: ସହରରେ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ୫ ଲକ୍ଷ ୪୬ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ, ଡିସିପିଙ୍କ ଅଫିସରୁ ସୂଚନା
କଟକ ସଦର: ଆଠଗଡ଼ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଆଙ୍କୁଲା ଧାବା ନିକଟରେ ଭାରସାମ୍ୟ ହରାଇ ବିଲ ଭିତରକୁ ଖସିଗଲା ବୋଲେରୋ କାର
କଟକ ସଦର: ସହରରେ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ୬ ଲକ୍ଷ ୬୭ ହଜାର ଟଙ୍କାର ଜରିମାନା ଆଦାୟ, ଡିସିପିଙ୍କ ଅଫିସରୁ ସୂଚନା
କଟକ ସଦର: ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
କଟକ ସଦର: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ - ବିଧାୟକ ବିବାଦ ଘଟଣା, ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ଦସ୍ତଖତ ଅଭିଯାନ
କଟକ ସଦର: ଖାନନଗର ଓଭରବ୍ରିଜ ତଳେ ଗାଢ଼ରେ ପଡ଼ି ଦୁଇ ଯୁବତୀ ଆହତ
କଟକ ସଦର: ସହରରେ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍, ୬ ଲକ୍ଷ ୩୯ ହଜାର ଟଙ୍କାର ଜରିମାନା ଆଦାୟ, ଡିସିପିଙ୍କ ଅଫିସରୁ ସୂଚନା
କଟକ ସଦର: ନୂଆ ବଜାର ଛକରେ ବିଜେପିର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ହଜାର ହଜାର ଲୋକଙ୍କ ସମାଗମ
କଟକ ସଦର: ତାଳଦଣ୍ଡା କେନାଲ ନିକଟରେ ଭାରସାମ୍ୟ ହରେଇ ଓଲଟି ପଡ଼ିଲା କାର, ଚାଳକ ଓ ଯାତ୍ରୀ ଆହତ
କଟକ ସଦର: ମଧୁପାଟଣା ଥାନା ଅଂଚଳରେ ହୋଇଥିବା ଚୋରି ମାମଲାରେ ଅଭିଯୁକ୍ତ ଗିରଫ
କଟକ ସଦର: ବାରବାଟୀ ଷ୍ଟାଡିୟମରେ ପ୍ୟାରେଡ ଅଭ୍ୟାସ କଲେ ୫୦ ଟି ଟ୍ରୁପ୍
କଟକ ସଦର: ଭୋଗରା ପଞ୍ଚାୟତ ତୋଟାପଡ଼ା ଗ୍ରାମରେ ଡିଲରର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ
କଟକ ସଦର: ସହରରେ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍, ୬ ଲକ୍ଷ ୭୫ ହଜାର ଟଙ୍କାର ଜରିମାନା ଆଦାୟ, ଡିସିପିଙ୍କ ଅଫିସରୁ ସୂଚନା
କଟକ ସଦର: ବକ୍ସି ବଜାର ସ୍ଥିତ କ୍ରାଇମବ୍ରାଞ୍ଚ୍ କାର୍ଯ୍ୟାଳୟରେ ହାଜର ହେଲେ ମୃତ କନଷ୍ଟେବଳ ସୌମ୍ୟଙ୍କ ବାପା ଓ ତାଙ୍କ ସାଙ୍ଗ, ଦେଲେ ପେନ ଡ୍ରାଇଭ୍
କଟକ ସଦର: କଟକ ମହାନଗର ନିଗମର ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ, ଅଧିକାରୀ ଶୁଣିଲେ ସହରବାସୀଙ୍କ ସମସ୍ୟା ଓ ଅଭିଯୋଗ
କଟକ ସଦର: ଏସସିବି ମେଡ଼ିକାଲରୁ ବାଇକ୍ ଚୋରି କରିବା ମାମଲା, ଦୁଇ ଆନ୍ତଃ ଜିଲ୍ଲା ବାଇକ ଲୁଟେରାଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ
କଟକ ସମାଚାର (@silvercitykhabar) | Public App