Public App Logo
Profile Picture

କେନ୍ଦ୍ରାପଡ଼ା ଅପଡେଟ

@nihar20051981
30842Followers
8Following
ଆଳି ବ୍ଲକରେ ପାଲାଗlୟକଙ୍କୁ ମିଳୁନି ସୁଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ
ଡାଙ୍ଗମାଳ ଠାରେ ବଉଳା କୁମ୍ଭୀର ଆକ୍ରମଣ,ବନବିଭାଗ ଡ଼ିଏଫଓ ରଖିଲେ ପ୍ରତିକ୍ରିୟା
କେନ୍ଦ୍ରାପଡା: ରାଜକନିକା ବ୍ଲକର ଅଶୋକ ବଜାର,କଣ୍ଟପଡା ବଜାରରେ ଅଚଳ ଲାଇଟକୁ ସଚଳ କରିବା ପାଇଁ ଅଫିସରେ ବିଡ଼ିଓକୁ ଦାବୀପତ୍ର ଦେଲା ବିଜେପି ପ୍ରତିନିଧି ଦଳ
କେନ୍ଦ୍ରାପଡା: ଜିଲ୍ଲାର ସିଡିଏମଓଙ୍କ ସହ ପାଟକୁରା ଅଞ୍ଚଳର ସ୍ୱାସ୍ଥ୍ୟବିଭାଗ ସମସ୍ୟା ସମଧାନ ପାଇଁ ଅଫିସରେ ଆଲୋଚନା କଲେ ବିଜେପିନେତା ଉମାକାନ୍ତ ପଟନାୟକ
କେନ୍ଦ୍ରାପଡା: ଆସନ୍ତାକାଲି ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଙ୍ଗ
କେନ୍ଦ୍ରାପଡା: ମନ୍ଥା ସମୟରେ କେନ୍ଦ୍ରାପଡ଼ା ଜିଲାରେ 41
ଗର୍ଭବତୀ ସ୍ଥାନାନ୍ତରିତ,ଅଫିସରେ କହିଲେ ଜିଲାପାଳ
କେନ୍ଦ୍ରାପଡା: ତିରିଶି ତାରିଖ ପର୍ଯ୍ୟନ୍ତ ମହାକାଳପଡାରେ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛଧରା ଯିବା ପାଇଁ ମନା
କେନ୍ଦ୍ରାପଡା: ବାତ୍ୟା ମୋନ୍ଥା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ  ପ୍ରବଳ ବର୍ଷା ଜାରି
କେନ୍ଦ୍ରାପଡା: ବଜ୍ରପାତରେ  ଜଳିଗଲା ଗରଦପୁର ବ୍ଲକ ତେଣ୍ଡାକୁଡ ପଞ୍ଚାୟତ ଅନ୍ତର୍ଗତ ମିଶର ନରସିଂହପୁର ଗ୍ରାମର କୁନିଲତା ସାହୁ,ବାପିନା ସାହୁ ଦୁଇ ଜଣଙ୍କ ଘର
କେନ୍ଦ୍ରାପଡା: ଛୋଟି ମଧ୍ୟ ଦେଇ ଯାଇଥିବା ପଟାମୁଣ୍ଡାଇ କେନାଲରୁ ମିଳିଲା ନିଖୋଜ ଯୁବକର ମୃତ ଦେହ
କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ଅଫିସରେ ଜିଲାପାଳଙ୍କ ପ୍ରସ୍ତୁତି ସୂଚନା
କେନ୍ଦ୍ରାପଡା: ସୁନାମଧନ୍ୟ କବି,ଔପନ୍ୟାସିକ,ପ୍ରଶାସନିକ ଅଧିକାରୀ,ସ୍ବର୍ଗତ ରାଜେନ୍ଦ୍ର କିଶୋର ପଣ୍ଡା ଙ୍କୁ ମାଧuପୁରରେ "ସିମ୍ଫୋନି"ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
କେନ୍ଦ୍ରାପଡା: ପ୍ରବଳବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣି
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ.
୧୧୬ ଟି ଅଭିଯୋଗ ପଞ୍ଜିକୃତ
କେନ୍ଦ୍ରାପଡା: ରାସନ ସାମଗ୍ରୀ ଯୋଗାଇଦେବା ନାଁରେ ମହିଳାଙ୍କୁ ଠକେଇ,ଯଇପୁରାରେ ପ୍ରତିକ୍ରିୟା ରଖିଲେ ଠକେଇର ଶିକାର ମହିଳା ଫଈମା ବେଗମ
ପଟ୍ଟାମୁଣ୍ଡାଇ: ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ପଟାମୁଣ୍ଡାଇରେ ସ୍ବଦେଶୀ ସଂକଳ୍ପ ପତ୍ର ପାଠ କରାଇଲେ ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ
କେନ୍ଦ୍ରାପଡା: ଆସନ୍ତାକାଲି ପଟାମୁଣ୍ଡାଇ ବ୍ଲକରେ ଅନୁଷ୍ଠିତ ହେବ ଜିଲାପାଳ ଏସପିଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ବ୍ଲକ ଚକ୍ରଡ଼ା ପଂଚାୟତରେ ଲାଇଟ ଲଗାଇବା ଦୁର୍ନୀତି, ପ୍ରତିକ୍ରିୟା ରଖିଲେ ଜିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ
କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିନାନୁମତିରେ ମୁଖ୍ୟଦପ୍ତର ନ ଛାଡିବା ପାଇଁ ଜିଲାପାଳଙ୍କ ଅଫିସର ମାନଙ୍କୁ ନିର୍ଦେଶ
କେନ୍ଦ୍ରାପଡା: ଶ୍ରୀବଳଦେବଜୀଉଙ୍କ ପାଇଁ ଶ୍ରୀମନ୍ଦିରରୁ ଆସିଲା ପାଟଶାଢ଼ୀ,ଯାତ୍ରୀନିବାସରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ପ୍ରଶାସନ ସହକାରୀ ପ୍ରଶାସକ
କେନ୍ଦ୍ରାପଡା: ଆସନ୍ତାକାଲି ରବିବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ
କେନ୍ଦ୍ରାପଡା: ଚକ୍ରୋଡ଼ା ପଞ୍ଚାୟତ ରେ ସାଂସଦ ପାଣ୍ଠିରେ ଲାଇଟ ଲାଗିବା ଦୁର୍ନୀତି, ପ୍ରତିକ୍ରିୟା ରଖିଲେ ସରପଞ୍ଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ାର ଐତିହ ସୂର୍ଯ୍ୟଘଡି ରକ୍ଷଣାବେକ୍ଷଣ ପାଇଁ ନିଆଯିବ ପଦକ୍ଷେପ, ଅଫିସରେ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର ମଲିକ
କେନ୍ଦ୍ରାପଡା: ଆଗାମୀ ନୂଆପଡ଼ା ନିର୍ବାଚନ ପାଇଁ ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରାଙ୍କୁ ରାଜ୍ୟ ବିଜେଡି ସଭାପତିଙ୍କ ଦ୍ଵାରା ଖରିଆର ଏନ ଏ ସି ଦାୟିତ୍ଵ
କେନ୍ଦ୍ରାପଡା: ଆଗାମୀ ନୂଆପଡ଼ା ନିର୍ବାଚନ ପାଇଁ ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରାଙ୍କୁ ବିଜେଡି ରାଜ୍ୟସଭାପତିଙ୍କ ଦ୍ଵାରା ଖରିଆର ଏନଏସି ଦାୟିତ୍ଵ ପ୍ରଦାନ