Public App Logo
Profile Picture

ଭଟଲୀ ବିଧାନସଭା ଖବର

@harishbhoi
91807Followers
2Following
ଅମ୍ବାଭୋନା: ବନ୍ୟା ପ୍ରଭାବିତ ଚିଖିଲି, ଅନ୍ତରାଡି, ବେନିଆପାଲୀ ଓ ଅନ୍ୟ ଗ୍ରାମ ପରିଦର୍ଶନ କଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ
ଭଟଲି: ଭଟଲି ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଯୋଗାଭ୍ୟାସ କଲେ ଭଟଲି ଅଞ୍ଚଳ ର ବରିଷ୍ଠ ନାଗରିକ
ଅମ୍ବାଭୋନା: ମହାନଦୀ କୁଳିଆ ଚିଖିଲି ସମେତ ଅନେକ ଗ୍ରାମରେ ଧୀରେ ଧୂରେ ବନ୍ୟାପାଣି କମୁଛି ସତ  କିନ୍ତୁ ଅନେକ ଧାନଫସଲ ନଷ୍ଟ ହେବାର ଆଶଙ୍କା ରହିଛି
ଭଟଲି: ନୂଆଦିଲ୍ଲୀ ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ
ଅମ୍ବାଭୋନା: ମହାନଦୀକୁଳିଆ ଚିଖିଲି ଗାଁ ରେ ଆଜି କମିଲା ବନ୍ୟାଜଳ
ଅମ୍ବାଭୋନା: ଅମ୍ବାଭୋନା ବ୍ଲକର ମହାନଦୀକୁଳିଆ ଗାଁ ନିକଟରୁ ଧୀରେ ଧୀରେ ପଛୁଆ ବନ୍ୟାଜଳ କମିବା ଆରମ୍ଭ କରିଛି
ଅମ୍ବାଭୋନା: ଲଗାତାର ବର୍ଷା ଯୋଗୁଁ ମହାନଦୀ ରେ ହୀରାକୁଦ ନଦୀବନ୍ଧ ର ପଛୁଆ ବନ୍ୟା ଜଳ ଯୋଗୁଁ କହ୍ନଇପାଲୀ ନିକଟସ୍ଥ ପୋଲ ରେ ବନ୍ୟାଜଳ ଯୋଗୁଁ ଯାତାୟାତ ଠପ
ଅମ୍ବାଭୋନା: ଚିଖିଲି ଗାଁ ନିକଟରେ ପହଞ୍ଚିଲା ହୀରାକୁଦ ନଦୀବନ୍ଧ ର ପଛୁଆ ବନ୍ୟାଜଳ
ଭଟଲି: ବଡମାଲ ଗ୍ରାମରେ ଶ୍ରୀ ମତ ଭାଗବତ ସପ୍ତାହ ପାରାୟଣ ମହୋତ୍ସବ ଆଜି ଉଦଯାପିତ ହେଲା
ଭଟଲି: କମ ଗାଁ ଗ୍ରାମରେ ଆଜି ଅନନ୍ତ ବ୍ରତ ପାଳନ ସକାଶେ ଭବ୍ୟ କଳସଯାତ୍ରା ଅନୁଷ୍ଠିତ
ଅମ୍ବାଭୋନା: ଏକ ପେଡ ମାଁ କେ ନାମ  ସେବା ସଂକଳ୍ପ ଅଭିଯାନ ରେ ଆଜି ଉତ୍ତମ ଗ୍ରାମପଂଚାୟତ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଟଲି: ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ପ୍ରଭୁ ଦଧିବାମନ ମନ୍ଦିର ରେ ଆଜି ଅନନ୍ତ ବ୍ରତ ପାଳିତ
ଅମ୍ବାଭୋନା: ଡିପ ଡିପ୍ରେସନ ପ୍ରଭାବ ରେ  ଅମ୍ବାଭୋନା ବ୍ଲକ ଅଞ୍ଚଳ ରେ ମଧ୍ୟ୍ୟ ବର୍ଷା ଜାରି ରହିଛି ଓ ନିକଟସ୍ଥ ମହାନଦୀ ର ଜଳସ୍ତର ମଧ୍ୟ୍ୟ ବଢୁଛି
ଭଟଲି: ଭଟଲି ପଂଚାୟତ ଅଫିସ ପରିସରରେ ଭଟଲି ଜୟ ଭୋଲେ ଗ୍ରୁପ ଓ ତ୍ରିଲୋଚନ ନେତ୍ରାଳୟ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ
ଭଟଲି: ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ପ୍ରଭୁ ଦଧିବାମନ ମନ୍ଦିର ରେ ପ୍ରଭୁ ଙ୍କ ସନ୍ଧ୍ୟାଆଳତୀ ମହାସମାରୋହରେ ଅନୁଷ୍ଠିତ
ଅମ୍ବାଭୋନା: ରାମଖୋଲ ଗ୍ରାମରେ ବହୁ ପ୍ରତିକ୍ଷିତ "  ରାମ ସପ୍ତାହ " ଆଜି ଠୁ ଆରମ୍ଭ ହୋଇଛି
ଭଟଲି: ପଶ୍ଚିମଓଡିଶା ର ଶ୍ରୀକ୍ଷେତ୍ର ଭଟଲି ପ୍ରଭୁ ଦଧିବାମନ ମନ୍ଦିର ରେ ପ୍ରଭୁ ଙ୍କ ସନ୍ଧ୍ୟାଆଳତୀ ଆଜି ମହାସମାରୋହରେ ଅନୁଷ୍ଠିତ
ଭଟଲି: ରାୟପୁର ରୁ ସମ୍ବଲପୁର କୁ ପ୍ରସ୍ତାବିତ ରେଳ ଲାଇନ ର ସର୍ଭେ କାର୍ଯ୍ୟ ସମ୍ପର୍କରେ ମହାସମୁନ୍ଦ ଲୋକସଭା ସାଂସଦ ରୂପକୁମାରୀ ଚୌଧୁରୀ ଙ୍କ ସହ ଆଲୋଚନ
ଭଟଲି: ଭଟଲି ର ପ୍ରଭୁ ଦଧିବାମନ ମନ୍ଦିର ରେ ଆଜି ପ୍ରଭୁ ଦଧିବାମନ ଙ୍କ ସନ୍ଧ୍ୟାଆଳତି ମହାସମାରୋହରେ ଅନୁଷ୍ଠିତ
ଭଟଲି: କୁଶନପୁରୀ ରେ ମାସିକ ପଂଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ରେ ଯୋଗଦେଲେ ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ
ଅମ୍ବାଭୋନା: ବଡଧରା ଗ୍ରାମରେ ଚାଲିଥିବା ଖୁଦୁରୁକୁଣୀ ପୂଜା ରେ ଯୋଗଦେଲେ ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ
ଭଟଲି: ବଡ଼ମାଲ ଗ୍ରାମରେ ସାପ୍ତାହିକ ଭାଗବତ ପାରାୟଣ ପାଇଁ ଭବ୍ୟ କଳସଯାତ୍ରା ଅନୁଷ୍ଠିତ
ଭଟଲି: ଭଟଲି ବସ୍ତି ର ଜଣେ ଯୁବକ ଙ୍କ ଆଜି ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ରହିଛି
ସୋହେଲା: ପଧାନପାଲୀ ଗ୍ରାମର ସୁରେଶ ପଧାନ ଙ୍କ ଆଜି ବଜ୍ରାଘାତ ରେ ମୃତ୍ୟୁ ହୋଇଥିବା ସୂଚନା ରହିଛି
ଭଟଲି: ଭଟଲି କାର୍ଯାଳୟରେ ଆଜି ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ଙ୍କ ସମସ୍ୟା କଥା ବୁଝିଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ