Public App Logo
Profile Picture

Hemanta Press

@khariar.news
119161Followers
101Following
ନୂଆପଡା: ନୂଆପଡ଼ାରେ ହେଲମେଟ ପିନ୍ଧିଥିବା ବାଇକ୍ ଆରୋହୀଙ୍କୁ ଗୋଲାପ ଦେଇ ଉତ୍ସାହିତ କଲା ପୋଲିସ
ନୂଆପଡା: ନୂଆପଡ଼ା ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ଜିଲ୍ଲାପାଳ
ନୂଆପଡା: ଗାନ୍ଧୀ ଜୟନ୍ତୀରେ ଖଡ଼ିଆଳ ଉପକାରାଗାରରେ ସେବା ସଙ୍କଳ୍ପ ଅଭିଯାନ
ନୂଆପଡା: ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଜିଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
ନୂଆପଡା: ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ
ନୂଆପଡା: ସିନାପାଲି ସ୍ଥିତ ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳନ
ନୂଆପଡା: ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ନୂଆପଡ଼ା ଜ଼ିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି
ନୂଆପଡା: ସିନାପାଲି ଠାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ନେଇ ଏସପିଙ୍କ ସୂଚନା
ନୂଆପଡା: ନୂଆପଡ଼ା ଥାନା ପକ୍ଷରୁ ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ୨ ଗିରଫ
ନୂଆପଡା: ଖଡ଼ିଆଳ ସ୍ୱଂୟଶାସିତ କଲେକରେ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ପରେ ପ୍ରତିକ୍ରିୟା ରଖିଲେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା
ଖରିଆର: ଖଡ଼ିଆଳ କଲେଜର ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତି। ଅଭିଯାନ ନେଇ ପ୍ରତିକ୍ରିୟା ରଖିଲେ ଅଧ୍ୟାପିକା
ଖରିଆର: ଖଡ଼ିଆଳ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ କଂଗ୍ରେସ ତରଫରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା କମଳ ଚରଣ ତାଣ୍ଡି
ନୂଆପଡା: ନୂଆପଡ଼ାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ନୂଆପଡା: ବିଭିନ୍ନ ହାଇସ୍କୁଲରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାରଙ୍କ ବକେୟା ଦରମା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନୂଆପଡା: ଭବାନୀପାଟଣାରେ ବନ୍ୟ ପ୍ରାଣୀ ସଂରକ୍ଷକ ମାୟାଧର ସରାଫଙ୍କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ
ନୂଆପଡା: କୋମନା ସ୍ଥିତ ଜିତାମିତ୍ର ହାଇସ୍କୁଲ ପଡିଆ ଠାରେ ୧୩ ତମ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ
ନୂଆପଡା: ସିନାପାଲିରେ ରାତ୍ରିକାଳୀନ ବ୍ଲକିଂ ଓ ନାକା ଯାଞ୍ଚ ନେଇ ଏସପିଙ୍କ ସୂଚନା
ନୂଆପଡା: ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନତା ରଥକୁ ଶୁଭାରମ୍ଭ କରି ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ମଧୁସୂଦନ ଦାସ
ନୂଆପଡା: ତୁକଲା ଗ୍ରାମ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ପ୍ରତିକ୍ରିୟା ରଖିଲେ ତୁକଲା ସରପଞ୍ଚ
ଖରିଆର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସଚିନ ବେହେରା, ଭୁବନେଶ୍ୱର ଠାରେ ସମ୍ମାନିତ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ନୂଆପଡା: ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ
ନୂଆପଡା: ତୁକଲା ଉପେନ୍ଦ୍ର ପ୍ରଭାକର କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ; ପ୍ରତିକ୍ରିୟା ରଖିଲେ ବ୍ଲକ ଉପାଧ୍ୟକ୍ଷ
ଖରିଆର: ତୁକଲା ସ୍ଥିତ କଲେଜ ଠାରେ ସ୍ୱଚ୍ଛତା ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବ୍ଲକ ଅଧ୍ୟକ୍ଷା
ନୂଆପଡା: ଧରମବନ୍ଧା ରୁ ପଡ଼ରିପାଣି ରୋଡ ତିଆରି କଲେ ଗ୍ରାମ ବାସୀ ପ୍ରତିକ୍ରିୟା ରଖିଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଭକ୍ତବନ୍ଧୁ ଧରୁଆ
ନୂଆପଡା: କପରଗଡ଼କୁ ରାସ୍ତାନାହିଁ, ଦୟନୀୟ ଅବସ୍ଥାରେ  ଜଙ୍ଗଲରେ ଯାତାୟାତ ନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ