Public App Logo
Profile Picture

saroj mallik puri

@malliksaroj28
12597Followers
0Following
ପୁରୀ ମ୍ୟୁନିସିପାଲଟି: ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ସୁରକ୍ଷା ବ୍ୟବସ୍ତା ନେଇ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୂଚନା l
ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ପରଳା ଠାରେ, ୨୮ତମ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ବ୍ରହ୍ମଗିରି ବିଧାୟିକା l
ସତ୍ୟବାଦୀ: କୋମନା ବ୍ଲକ ଅନ୍ତର୍ଗତ ଅଗ୍ରେନ ପଞ୍ଚାୟତରେ ପଥପ୍ରାନ୍ତ ସଭାରେ ଯୋଗ ଦେଲେ ସତ୍ୟବାଦୀ ବିଧାୟକ l
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ରେ ଭକ୍ତଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ନେଇ ସିଂହଦ୍ୱାର ଠରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l
ପୁରୀ ମ୍ୟୁନିସିପାଲଟି: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ, ସିଂହ ଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ପୁରୀ ଏସପି l
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ରେ ଆଜିର ନୀତିକାନ୍ତି ନେଇ ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ, ଶ୍ରୀମନ୍ଦିର ପୂଜାପଣ୍ଡା ସାମନ୍ତ l
ସତ୍ୟବାଦୀ: କଣାସ ଗଡ଼ିଶାଗଦା  ମୁଖ୍ୟ ରାସ୍ତାର ଦୟା ନଦୀବନ୍ଧ ୩୦୦ ପୁଟ ନଦୀ ଭିତରକୁ ଧସେଇ ପଶିଲା, ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା l
ବ୍ରହ୍ମଗିରି: ନୂଆପଡ଼ାରେ ପ୍ରଚାର  ପାଇଁ ଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଷେତ୍ର ପରିଦର୍ଶନ କଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ l
ପୁରୀ ମ୍ୟୁନିସିପାଲଟି: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୋହିନୁର ହୀରା ଇଂଲଣ୍ଡରୁ ଫେରାଇ ଆଣିବା ଅଭିଯାନରେ ଜଗନ୍ନାଥ ସେନା  ଆବାହକ ପୁରୀ ସାଂସଦ ସହ ଆଲୋଚନା l
ପୁରୀ ମ୍ୟୁନିସିପାଲଟି: ସିଂହଦ୍ୱାର ଥାନାରେ ଅଭିଯୋଗ କଲେ ମହିଳା, ଶ୍ରୀମନ୍ଦିର ରେ ମହିଳାଙ୍କ ବେକରୁ ସୁନା ଚେନ ଚୋରି l
ପୁରୀ ମ୍ୟୁନିସିପାଲଟି: କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତ ଶ୍ରୀକ୍ଷେତ୍ର ଛୁଟିବେ, ସୁରକ୍ଷା ବ୍ୟବସ୍ଥା ନେଇ ସିଂହଦ୍ୱାର ଠାରେ ସୂଚନା ଦେଲେ ପୁରୀ ଏସପି l
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ଆଜିର ନୀତିକାନ୍ତିକୁ ନେଇ ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ସେବାୟତ l
ପିପିଲି: ଖରୀଆର ରୋଡ଼ ପଞ୍ଚାୟତରେ ଗାଁ କୁ ଗାଁ ବୁଲି ପ୍ରଚାର କଲେ ପିପିଲି ର ପୂର୍ବତନ ବିଧାୟକ l
ବ୍ରହ୍ମଗିରି: ନୂଆପଡ଼ା ବ୍ଲକ କେଣ୍ଡୁବହାର ପଞ୍ଚାୟତରେ ଗାଁ କୁ ଗାଁ ବୁଲି ପ୍ରଚାର କଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ l
ସତ୍ୟବାଦୀ: ବିରଗୋବିନ୍ଦପୁର କାଳୀ ପୂଜାରେ ଦୁଇଟି ନିରୀହ ଲୋକଙ୍କ ଜିବନ ଯାଇଥିଲା, ପରିବାର ଯେମିତି  ଜଷ୍ଟିସ ପାଇବ, ଯୁବକଙ୍କ ଅଭିଯୋଗ l
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ADG ଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
ପୁରୀ ମ୍ୟୁନିସିପାଲଟି: ପଞ୍ଚୁକ ପ୍ରଥମ ଦିନରେ ଧାଡିରେ ପଡିଯିବା ଘଟଣା ରେ ପୋଲିସ କଣ୍ଟ୍ରୋଲ ରୁମ ରୁ ପ୍ରତିକ୍ରିୟା ରଖିଲେ ପୁରୀ ଏସପି l
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ରେ ଆଜିର ନୀତିକାନ୍ତି କୁ ନେଇ ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ, ପଣ୍ଡିତ l
ପୁରୀ ମ୍ୟୁନିସିପାଲଟି: ଆଜି ଭକ୍ତ ଙ୍କ ଦର୍ଶନ ନେଇ ସିଂହ ଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l
ପୁରୀ ମ୍ୟୁନିସିପାଲଟି: ପଞ୍ଚୁକରେ ଶ୍ରୀମନ୍ଦିର ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ DIG l
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ଆଜିର ନୀତିକାନ୍ତି ନେଇ ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ଚୂନରା ସେବକ l
ପୁରୀ ମ୍ୟୁନିସିପାଲଟି: ମହିଳା କ୍ରିକେଟରଙ୍କ ପାଇଁ ସେବାୟତଙ୍କ ସିଂହଦ୍ୱାର ଆଗରେ ଦୀପ ଦାନ, ସିଂହଦ୍ୱାର ଠାରେ ସୂଚନା ଦେଲେ ଯୁବ ସେବାୟତ l
ପୁରୀ ମ୍ୟୁନିସିପାଲଟି: ବେଳା ଭୂମିରେ କିପରି ସ୍ନାନ କରିବି, କଣ କଣ ମାନିବେ, ପ୍ରତିକ୍ରିୟା ରଖିଲେ ଲାଇଫ 6
ପୁରୀ ମ୍ୟୁନିସିପାଲଟି: ଚନ୍ଦନପୁର ଥାନା ଅଞ୍ଚଳରେ ନାବାଳିକା ଉପରେ ଗଣଦୁଷ୍କର୍ମ ଘଟଣାରେ ଝିଅ  ଓ ତା ପରିବାରକୁ ଆଇନ ଗତ ସହାୟତା  ମାଗିଲେ ଯୁବକ l
ପୁରୀ ମ୍ୟୁନିସିପାଲଟି: ଏକତା ପଦଯାତ୍ରା ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ l