Public App Logo
Profile Picture

Ranjan Pradhan

@ranjan55610
54188Followers
11Following
ଚମ୍ପୁଆ: କାଟୁଳିକନା ଗାଁ ରେ କାନ୍ଥ ପଡ଼ି ଚାରି ଛେଳି ମୃତ। ଅଳ୍ପକେ ବର୍ତ୍ତିଲେ ଗୃହ କର୍ତା
ଚମ୍ପୁଆ: ଆସନ୍ତା କାଲି କେନ୍ଦୁଝର ଉପରେ ପ୍ରବଳ ବର୍ଷା ସମ୍ଭାବନା ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ଯୋଡ଼ା  ଅଭିଯୋଗ ଶୁଣାଣୀ ଶିବିର ବାତିଲ
ଚମ୍ପୁଆ: ଜଙ୍ଗଲ ରେ ମନଇଚ୍ଛା କେନାଲ ଖୋଳା ପାଇଁ ଊପୂଡି ପଡୁଛି ଗଛ। କେନାଲ ଖୋଳା ବେଳେ ଗଛ ଚେର ଚାହିଁବାରୁ ନଷ୍ଟ ହେଉଛି ଜଙ୍ଗଲ
ଚମ୍ପୁଆ: ଚମ୍ପୁଆ ଉପଖଣ୍ଡ ରୋଇଡା ସ୍ଥିତ ଏକ ଖଣି କମ୍ପାନୀ ରେ ସ୍ବାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ଭିଡିଓ ଭାଇରାଲ
ଚମ୍ପୁଆ: ଭଦ୍ରା ସାହି ରୋଇଡା ଅଞ୍ଚଳ ଛାଡି ଯାଉନାହାନ୍ତି ହାତୀ ପଲ ଲୋକେ ଭୟଭୀତ
ଚମ୍ପୁଆ: ସାତହଳିଆ ଗାଁ ରେ ସତର ଟିକିଆ ହାତୀ ପଲ ଲୋକ ଭୟଭୀତ
ଚମ୍ପୁଆ: ଯୋଡ଼ା ସେଣ୍ଟ୍ରାଲ ପ୍ଲେ ଗ୍ରାଉଣ୍ଡ ରେ ଆୟୋଜିତ ହେଲଖୂ୮୦ ତମ ସ୍ବାଧିନତା ଦିବସ ସମାରୋହ
ଚମ୍ପୁଆ: ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ
ଚମ୍ପୁଆ: ଚମ୍ପୁଆ ରେଞ୍ଜ ମାଟିହଣାସାହି ଗାଁ ରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଲା ଗୋଠ ଛଡ଼ା ଦନ୍ତା ହାତୀ
ଚମ୍ପୁଆ: ବଡ଼ବିଲ ରେଞ୍ଜ ଗମଲେଇ ଗାଁ ରେ ହାତୀ ଆକ୍ରମଣରେ ପାଞ୍ଚ ବର୍ଷ ର ନାବାଳିକା ମୃତ
ଚମ୍ପୁଆ: ଲଘୁଚାପ ଜନିତ ଲଗାଣ ବର୍ଷା ରେ ହାଣ୍ଡିଭଙ୍ଗା ଜଳ ପ୍ରପାତ ରେ ବ୍ୟାପକ କ୍ଷୟକ୍ଷତି। ଝରଣାର ବଢ଼ି ପାଣିରେ ଭାସିଗଲା ବହୁ ନିର୍ମାଣ ସାମଗ୍ରୀ
ଚମ୍ପୁଆ: ସରେଇ ଗାଁ ରେ ଲଗାଣ ବର୍ଷା ରେ ଘର ଭାଙ୍ଗି ବାରୁ ବାସହରା ହେଲେ ଶଙ୍କର୍ଷଣ ଲୋହାର
ଚମ୍ପୁଆ: ସାତହଳିଆ ଗାଁ ରେ ଗଛ ପଡି ରାସ୍ତା ଅବରୋଧ ଅଗ୍ନି ସମ ବିଭାଗ ପକ୍ଷରୁ ଗଛ କାଟି ସଫା କଲେ ରାସ୍ତା
ପାଟଣା: ପାଟଣା ରେଞ୍ଜ ଚିନାମାଳିପଶି ଗାଁ ରେ କୋଡ଼ିଏ ଟିକିଆ ହାତୀପଲ ଲୋକେ ଭୟଭୀତ ବନ ବିଭାଗ ର କଡ଼ା ନଜର
ଚମ୍ପୁଆ: ଲଗାଣ ବର୍ଷା ରେ ଚମ୍ପୁଆ ବ୍ଲକ ରେ ୩୦ ରୁ ଅଧିକ ଘର ଭାଙ୍ଗି ଥିବା ସରକାରୀ ଆକଳନ ରୁ ଜଣାପଡିଛି
ଚମ୍ପୁଆ: ଭୁୟାଁ ରୋଇଡା ଗ୍ରାମ ର ନାଳରେ ପାରିହେବା ବେଳେ ପୋଲ ଉପରେ ତିନି ଫୁଟ ର ପାଣି ବୋହୁଥିବା ରୁ ଭାଷିଲେ ଯୁବକ
ଚମ୍ପୁଆ: ବଡ଼ବିଲ ରେ ଲଗାଣ ବର୍ଷା ରେ ଘର ଭିତରେ ପଶିଲା ବର୍ଷା ପାଣି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ର ବିକଳ ଚିତ୍ର
ଚମ୍ପୁଆ: ଡ୍ରେନ୍ ପାଣି ରେ ଉବୁଟୁବୁ ଚମ୍ପୁଆ ଆଇସିଡିଏସ କାର୍ଯ୍ୟାଳୟ  ପଶିଲା ପାଣି କାର୍ଯ୍ୟାଳୟ ର ବିକଳ ଚିତ୍ର
ଚମ୍ପୁଆ: ବଡ଼ବିଲ ଦଶ ନମ୍ବର ଓ୍ବାର୍ଡ ରେ ଲଗାଣ ବର୍ଷା ରେ ଘରେ ପଶିଲା ବର୍ଷା ପାଣି
ଚମ୍ପୁଆ: ଚମ୍ପୁଆ ରେ ଲଘୁଚାପ ଜନିତ ଲଗାଣ ବର୍ଷା ୧୧୯.୦ ମିଲିମିଟର ବର୍ଷା ରେକର୍ଡ
ପାଟଣା: ପାଟଣା ରେଞ୍ଜ ସିରମଣିପୁର ଜଙ୍ଗଲ ରୁ ବାହାରି ମତା ଜଙ୍ଗଲ ରେ ପଶିଲା ଗୋଠଛଡା ଦନ୍ତା ହାତୀ
ଚମ୍ପୁଆ: ଲହଣ୍ଡା ନିକଟରେ ରେଳ ଧାରଣା ପାର ହେବାବେଳେ ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ
ଚମ୍ପୁଆ: ଅସନପାଟ ଗାଁ ରେ ପୋଖରୀ ରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିବା ଯୁବକ ର ମୃତ ଦେହ ଉଦ୍ଧାର କଲେ ଅଗ୍ନି ସମ ବିଭାଗ
ଚମ୍ପୁଆ: ଯୋଡ଼ା ଥାନା ଜଜକ୍ୟାମ୍ପ ନିକଟରେ ଦେଓଝରରୁ ଚୋରା ବାଇକ୍ ସହ ଚୋରକୁ ଧରି ପୋଲିସ ର ଜିମା ଦେଲେ ସୁରକ୍ଷା କର୍ମୀ
ପାଟଣା: ପାଟଣା ଶିବ ମନ୍ଦିର ପଛ ଦେଇ ମଙ୍ଗଳପୁର ଗାଁ କୁ ମୁଁହାଇଲେ କୋଡ଼ିଏ ଟିକିଆ ହାତୀପଲ