Public App Logo
Profile Picture

Reporter Media

@jeyporekhabar
145051Followers
3Following
ଜୟପୁର: କଙ୍ଗା ଠାରୁ ଜୟପୁର ଭାୟା ସଲପା ରାସ୍ତା ଯୋଗାଯୋଗ ବିଚନ୍ନ l ପଲ ଉପରେ ଦୁଇ ଫୁଟ ପାଣି ଭିଡିଓ ଭାଇରାଲ
ଜୟପୁର: ଲଗାଣ ବର୍ଷା ରେ ପାତ୍ରପୁଟ  ରେ ଉପୁଡିଲା ଗଛ, ଗଛ କୁ ବାହାର କଲେ ଅଗ୍ନିଶମ ବିଭାଗ, ସୂଚନା ଦେଲେ ସହକାରୀ ଅଗ୍ନିଶମ ଅଧିକାରୀ
କୋଟପାଡ: ଲଗାଣ ବର୍ଷା ରେ ବେହାଲ ହୋଇଛି କୋଟପାଡ଼, ଭିଡିଓ ଭାଇରାଲ
ଜୟପୁର: ଲଗାଣ ବର୍ଷା ପ୍ରଭାବ ରେ ଜୟପୁର ରେ ଅଘଟଣ. ଜୟପୁର ସହର ମଧ୍ୟରେ ଥିବା  ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କରୁକଳା ବିଦ୍ୟାଳୟ ରେ ରେ ଲାଗିଲା ନିଆଁ.
କୋଟପାଡ: ବୋରିଗୁମ୍ମା ବ୍ଳକ୍ ଅନ୍ତର୍ଗତ ବୋଣ୍ଡାଗୁଡା ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ସହ ଘରେ ଘରେ ପାଣି ପଶିଥିବାଗ୍ରାମବାସୀ କଲେ ଅଭିଯୋଗ
କୋଟପାଡ: କୋଟପାଡ଼ରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ
ଜୟପୁର: ହାଡ଼ିଆ ପଂଚାୟତ ରେ ଜୟପୁର ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ
କୋଟପାଡ: ଲଗାଣ ବର୍ଷା ନେଇ ରେଡ୍ ଆଲର୍ଟ ଲାଗିରହିଥିବା ମଧ୍ୟରେ ବର୍ଷା ଯୋଗୁଁ ବହୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ ରୁପୁ ଭତ୍ରା
ଜୟପୁର: ଅଗ୍ରେସନ ଭଵନ ଠାରେ ଏବିଭିପି ତରଫରୁ ସାମ୍ବାଦିକ ସମ୍ମିଳନୀ, କଲେଜ ଓ ବିଶ୍ଵବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି
ଜୟପୁର: ଏସ ୟୁ ସି ଆଇ ( କମ୍ୟୁନିଷ୍ଟ)  ପାର୍ଟି  ପକ୍ଷରୁ ଉପଜିଲ୍ଲା ପାଳ ଜୟପୁର ଙ୍କୁ ଦାବି ପତ୍ର ପ୍ରଦାନ
କୋଟପାଡ: ସକାଳ 8 ଠାରୁ ଅପରାହ୍ନ 4 ଭିତରେ 17.4 ମିମି ବର୍ଷା ରେକର୍ଡ
କୋଟପାଡ: ଯାଦବ ଭଵନ ଜୟପୁର ଠାରେ ବିଶ୍ୱ ଆୟୁର୍ବେଦ ଦିବସ ପାଳିତ
ଜୟପୁର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକ ଅନୁଷ୍ଠିତ
ଜୟପୁର: ବଡ଼ପଡ଼ା–ମାଲଟା ଓ ଚିକିମା ରାସ୍ତା ସମସ୍ୟା  ସମାଧାନ ପାଇଁ ଆରଡି ବିଭାଗ ର ଅଧିକାରୀ ଙ୍କ ସହ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ
ଜୟପୁର: ପେପର ମିଲ ସମ୍ମୁଖରେ ଦଣ୍ଡାୟମାନ ଧାରଣା, ସୂଚନା ଦେଲେ ଶ୍ରମିକ ନେତା
ଜୟପୁର: ବଡ଼ପଡ଼ା–ମାଲଟା ଓ ଚିକିମା ରାସ୍ତା ସମସ୍ୟା ନେଇ RD କାର୍ଯ୍ୟାଳୟରେ ଆଲୋଚନା ଗ୍ରାମବାସୀ ଦେଲେ ସୂଚନା
କୋଟପାଡ: ଶ୍ରମିକ ଭଵନ ଜୟପୁର ଠାରେ ସିପିଆଇ ର  ଜିଲ୍ଲା ପରିଷଦ ବୈଠକ, ସୂଚନା ଦେଲେ ନେତା
ଜୟପୁର: ବେଆଇନ ମଦ କାରବାର ବନ୍ଦ ପାଇଁ ସଦର ଥାନା ଘେରାଉ କଲେ ହାଡ଼ିଆ ପଂଚାୟତ ର ଶତାଧିକ ମହିଳା, ଶୁଣନ୍ତୁ ମହିଳା ଙ୍କ ପ୍ରତିକ୍ରିୟା
ଜୟପୁର: ବେଆଇନ ମଦ ବନ୍ଦ ପାଇଁ ସଦର ଥାନା ଘେରାଉ କଲେ  ହାଡ଼ିଆ ପଂଚାୟତ ର ଶତାଧିକ ମହିଳା, ସୂଚନା ଦେଲେ ଗ୍ରାମର ମହିଳା
ଜୟପୁର: ସାମ୍ବାଦିକ ଦମ୍ପତିଙ୍କ ସହ ଜୟପୁର ବିଧାୟକ ମୁହାଁମୁହିଁ ଘଟଣା, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ର ସାମ୍ବାଦିକସମ୍ମିଳନୀ, ସୂଚନା ଦେଲେ ସଭାପତି
କୋଟପାଡ: ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ
 କୋଟପାଡ଼ ଥାନା, ଅବକାରୀ ବିଭାଗ ଓ ତହସିଲଦାରଙ୍କୁ  ଦାବିପତ୍ର ପ୍ରଦାନ
କୋଟପାଡ: , କୋଟପାଡ଼ ଅନ୍ତର୍ଗତ ବତାସନା  ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଜୟପୁର: ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟସ୍ଥତା ଦ୍ବାରା ବିଚାରଧିନ ମାମଲାର ସମାଧାନ ଏବଂ ପ୍ରବାସୀ ଶ୍ରମୀକ ସମ୍ପର୍କରେ   ସଚେତନା ଶିବିର
ଜୟପୁର: ଚୋରି ଓ ଲୁଟ ମାମଲା ର ପ୍ରଦାଫାଶ  ଟାଉନ ଥାନାରେ ସୂଚନା ଦେଲେ ଏସଡିପିଓ
କୋଟପାଡ: କଳାଗୁଡା ଜଙ୍ଗଲ ରେ ଅବକାରୀ ଚଢ଼ାଉ, ଜଣେ ଗିରଫ