Public App Logo
Profile Picture

ମୋହନା ଅଞ୍ଚଳ ର ଖବର

@devine930
44387Followers
441Following
ମୋହନା: ବୈଜ୍ଞାନିକ ମନୋରମା ମହାନ୍ତି ଙ୍କ ପାଣିପାଗ ଉପରେ ସୂଚନା
ମୋହନା: ଦମାଦୂଆ ଗ୍ରାମ ପଞ୍ଚାୟତ ରେ ବିଦ୍ୟୁତ କାଟ କୁ ନେଇ ଯୋଗାଣ ସହାୟିକା ଙ୍କ ପ୍ରତିକ୍ରିୟା...
ମୋହନା: ମୋହନା ବିଜୁ କଲ୍ୟାଣ ମଣ୍ଡପ ପାଲଟିଛି ମଦୁଆ ଙ୍କ ଆଡ୍ଡା ସ୍ଥଳୀ, ଯୁଆଡେ ଦେଖିବେ ସିଆଡେ ମଦ କାଚ ପଡ଼ି ରହିଛି
ମୋହନା: ମୋହନା ବ୍ଲକର ବଡ଼ସିନ୍ଧବା ଓ ମେରାପଲ୍ଲୀ ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୋହନା: ମୋହନା ସ୍ଥିତ ସଂସ୍କୃତ ଭବନ ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ପକ୍ଷରୁ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ
ମୋହନା: ମୋହନା ବଜାର ରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା କଲା ବ୍ଲକ ପ୍ରଶାସନ, ସ୍ଥାନୀୟ ଯୁବକ କଲେ ସଫେଇ
ମୋହନା: ଅଡବା ମଣ୍ଡଳରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ମିଳିତ ଭାବେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ
ମୋହନା: ଦମାଦୁଆ ଗ୍ରାମ ପଞ୍ଚାୟତ ରେ ବିଦ୍ୟୁତ ବିଭାଗ କାଟିଲା ବିଜୁଳି, ରେସନ ସାମଗ୍ରୀ ପାଇଁ ନାହିଁ ନଥିବା ଅସୁବିଧା ରେ ହିତାଧିକାରୀ
ମୋହନା: ଡମ୍ବଗୁଡା ଗ୍ରାମ ପଞ୍ଚାୟତ ଲୋକଙ୍କୁ ରେସନ ଚାଉଳ ଠୁ ଅଟୋ ଭଡ଼ା ଅଧିକା ନେଇ ଅଭିଯୋଗ...
ମୋହନା: ମହେନ୍ଦ୍ରଗିରି ରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ...
ମୋହନା: ଡମ୍ବଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ନାହିଁ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଗୃହ ନାହିଁ ନଥିବା ଅସୁବିଧା
ମୋହନା: ଅଡ଼ବା ପୋଲିସକୁ ବଡ଼ ସଫଳତା,ଯାଞ୍ଚ ବେଳେ ୧୪୦ ବସ୍ତା ଗୁଟଖା ବସ୍ତା ଜବତ, ଟ୍ରକ ସହ ଜଣେ ଗିରଫ
ମୋହନା: ଦାଦନ ଖଟିବାକୁ ଯାଇ ମୁମ୍ବାଇ ରେ ଯୁବତୀ ମୃତ, ଗାଁ ରେ ଶୋକାକୁଳ ପରିବେଶ
ମୋହନା: ଜଣେ ଶିକ୍ଷକ ରେ ଚାଲିଛି ଧାଡିଆମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ର
ମୋହନା: ମୋହନା ନାରାୟଣ ନଗର ରେ ଦିନ ଦ୍ୱିପହରରେ ଚୋରି ଉଦ୍ୟମ, ତାଲା ଭାଙ୍ଗି ନପାରି ଗାଡ଼ି ଗ୍ଲାସ୍ ଭାଙ୍ଗି ଫେରାର
ମୋହନା: ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ, ଅଡବା ପୋଲିସର ଚଢ଼ାଉରେ ୨୦୦ କିଲୋ ଜବତ
ମୋହନା: ମୋହନା ପୋଲିସ ପକ୍ଷରୁ ଚାନ୍ଦିପୁଟ ସରକାରୀ ହାଇସ୍କୁଲ ରେ ସାଇବର୍ ଠକେଇ ସଚେତନତା କାର୍ଯ୍ୟକ୍ରମ।
ମୋହନା: କିରିମ୍ବା ଗାଁ ନିକଟସ୍ଥ ଜଙ୍ଗଲ ରୁ ବିପୁଳ ପୋଚ ନଷ୍ଟ ସହ ମହୁଲି ମଦ ଜବତ, ଜଣେ ଗିରଫ
ମୋହନା: କଟାମା ଗାଁ ରୁ ୯୦୦ କିଲୋ ମହୁଲି ଫୁଲ ଜବତ, ଜଣେ ଗିରଫ
ମୋହନା: ସାଇବର୍ ଠକେଇରୁ ସତର୍କ ରୁହନ୍ତୁ — ମୋହନା ପୋଲିସ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କାର୍ଯ୍ୟକ୍ରମ।
ମୋହନା: ଜାତୀୟ ରାଜପଥ କଡ଼ ଗଛ ରେ ଲାଗୁଛି ବେଆଇନ ଭାବେ ଵିଜ୍ଞାପନ ପୋଷ୍ଟର, ପରିବେଶ ନଷ୍ଟ ହେବାରେ ଲାଗିଛି
ମୋହନା: ଡେଙ୍ଗେସଖାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନାହିଁ ଶ୍ରେଣୀ ଗୃହ, ବାରଣ୍ଡା ରେ ପାଠ ପଢ଼ା
ମୋହନା: ସେଜସଜ୍ୟା ରେ ପଡ଼ି ରହିଥିବା ଇସାକ୍ ଲିମା ଙ୍କୁ ସାହାର୍ଯ୍ୟ କରିବା ପାଇଁ ନିବେଦନ କଲେ ପୁଅ
ମୋହନା: ବଞ୍ଚିବାର ସାହାରା ଖୋଜୁଛି ଛେଲାଗଡ଼ ଗ୍ରାମର ଈଶାକ ଲିମା, ଆଧାର କାର୍ଡ ସାଜିଛି ବାଧକ
ମୋହନା: ପୁଣି ଭୀମଦଳି ଘାଟିରେ ଦୁର୍ଘଟଣା, ରାସ୍ତା ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍, ପଥରକୁ ଧକ୍କା ଦେଇ ଡ୍ରାଇଭର ଆହତ